Only for Entertainment

ଦଙ୍ଗଲ ଗର୍ଲ ଏବଂ ଫ୍ୟାମିଲିଙ୍କ ସହିତ ଇଦ ମନାଉଥିବାର ନଜର ଆସିଲେ ଅମୀର ଖାନ ।

aajtak
0 30

ଅମୀର ଖାନ ଏହି ବର୍ଷ ଇଦକୁ ଖୁବ ଖାସ ଭାବରେ ମନାଇଛନ୍ତି । ଗୋଟିଏ ପାଶ୍ୱର୍ରେ ଯେତେବେଳେ ସେ ତାଙ୍କ ପରିବାର ସହିତ ଏହି ଉତ୍ସବ ପାଳନ କଲେ ଅନ୍ୟ ପାଶ୍ୱର୍ରେ ତାଙ୍କ ସୁପରହିଟ ଫିଲ୍ମର ଆକ୍ଟ୍ରେସ ଦଙ୍ଗଲ ଗର୍ଲ ମଧ୍ୟ ସାମିଲ ଥିଲେ ।


ଇଦ ମଧ୍ୟରେ ଫଟୋଗ୍ରାଫିର ଏକ ସେସନ ମଧ୍ୟ ଚାଲିଥିଲା,ଯେଉଁଥିରେ ସାରା ପରିବାର ଖୁସି ମନାଉଥିବାର ନଜର ଆସିଛନ୍ତି ।

ଏହା ସହିତ ଦଙ୍ଗଲ ଟିମ ମଧ୍ୟ ଅମୀରଙ୍କୁ ଇଦର ଶୁଭକାମନା ଦେବା ପାଇଁ ପହଂଚିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More