Only for Entertainment

ବ୍ୟସ୍ତ ଜୀବନରୁ ସମୟ ବାହାର କରି ସଲମାନଙ୍କୁ ଜନ୍ମଦିନର ଶୁଭେତ୍ସା ଜଣାଇଲେ ଅମୀର ।

23

ସଲମାନ ତାଙ୍କ ୫୩ ତମ ଜନ୍ମଦିନ ପାଳନ କଲେ । ସେ ତାଙ୍କ ଫାର୍ମହାଉସରେ ଜନ୍ମଦିନ ପାଳନ କଲେ,ଯେଉଁଠାରେ ତାଙ୍କର କେତେକ ଘନିଷ୍ଠ ବନ୍ଧୁ ଓ ପରିବାରବର୍ଗ ପହଂଚିଥିଲେ । ସୋସିଆଲ ମିଡିଆ ଜରିଆରେ ମଧ୍ୟ ସଲମାନଙ୍କ କେତେକ ଫ୍ୟାନ୍ସ କେକ କାଟି ଜନ୍ମଦିନ ପାଳନ କଲେ । କିନ୍ତୁ ଅମୀର ତାଙ୍କ ଜନ୍ମଦିନ ପାର୍ଟିରେ ସାମିଲ ହୋଇନଥିଲେ ।

 

ବାସ୍ତବରେ ଅମୀର ଟ୍ୱିଟରରେ ଏକ ପୋଷ୍ଟ ଶେୟାର କରି ସଲମାନଙ୍କୁ ଜନ୍ମଦିନର ଶୁଭେତ୍ସା ଜଣାଇଛନ୍ତି । ଏହା ସହିତ ଉଜ୍ୱଳ ଭବିଷ୍ୟତର କାମନା କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More