Only for Entertainment

ଧୁମଧାମରେ ଦିପାବଳୀ ଉତ୍ସବ ପାଳନ କଲେ ବଚ୍ଚନ ପରିବାର, ସୋସିଆଲ ମିଡିଆରେ ଫଟୋ ଶେୟାର କରି ଜଣାଇଲେ ଶୁଭେଚ୍ଛା !

24

ମହାନାୟକ କୁହାଯାଉଥିବା ଅମିତାଭ ବଚ୍ଚନ ଏବଂ ତାଙ୍କ ପରିବାର ସଦସ୍ୟ ଧୁମଧାମରେ ପାଳନ କରିଛନ୍ତି ଦିପାବଳୀ ପର୍ବ । ଏହି ମଉକାରେ ଅମିତାଭ , ଜୟା ବଚ୍ଚନ , ଅଭିଷେକ, ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା ବଚ୍ଚନ ସମସ୍ତେ ଟ୍ରାଡିସନାଲ ଆଉଟଫିଟଟରେ ନଜର ଆସିଥିଲେ । ପରିବାରର ସମସ୍ତ ସଦସ୍ୟ ମିଶି ମହାଲକ୍ଷ୍ମୀଙ୍କ ପୂଜା ଖୁବ ଆଡମ୍ବରରେ ପାଳନ କରିଥିଲେ ।

 

View this post on Instagram

 

Deepavali JI anek anek shubhkamanayein .. आप सब की दीपावली शुभ हो

A post shared by Amitabh Bachchan (@amitabhbachchan) on

ପୂଜାର୍ଚ୍ଚନା ପରେ ବଚ୍ଚନ ପରିବାର ଫୁଲଝଡି ବାଣ ମଧ୍ୟ ଫୁଟାଇଲେ । ଏହି ସମସ୍ତ ମୁହୁର୍ତ୍ତର ଫଟୋ ବିଗବି ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି ।

 

View this post on Instagram

 

Diwali brightness ever ..

A post shared by Amitabh Bachchan (@amitabhbachchan) on

 

View this post on Instagram

 

Happy Diwali

A post shared by Amitabh Bachchan (@amitabhbachchan) on


ପୂଜା ପରେ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ଝିଅ ଆରାଧ୍ୟାଙ୍କ ସହ ସେଲ୍ଫି ନେଇଥିଲେ । ଏହି ସେଲ୍ଫି ଐଶ୍ୱର୍ଯ୍ୟା ତାଙ୍କ ଇନଷ୍ଟାଗ୍ରାମ ଅକାଉଂଟରେ ଶେୟାର କରିଛନ୍ତି ।

 

View this post on Instagram

 

✨?HAPPY DIWALI TO ALL?✨

A post shared by AishwaryaRaiBachchan (@aishwaryaraibachchan_arb) on

 

View this post on Instagram

 

✨?✨LOVE n LIGHT ALWAYS ✨?✨

A post shared by AishwaryaRaiBachchan (@aishwaryaraibachchan_arb) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More