Only for Entertainment

ସାରା-ଜାହ୍ନବୀଙ୍କ ଭଳି ଫିଟନେସ ଫ୍ରିକ ଅମିତାଭଙ୍କ ନାତୁଣୀ ନବ୍ୟା, ନ୍ୟୁୟର୍କରେ ସଡ଼କରେ ୱର୍କଆଉଟ… ।

27

ବଲିଉଡ ଷ୍ଟାର ଭଲ ଫିଗର ପାଇଁ ଘଂଟା ଘଂଟା ଧରି ଜିମରେ ସମୟ ବିତାନ୍ତି । ସାରା ଅଲି ଖାନ, ଜାହ୍ନବୀ କପୂରଙ୍କ ଠାରୁ ଆରମ୍ଭ କରି ଅନନ୍ୟା ପାଣ୍ଡେଙ୍କ ପର୍ଯ୍ୟନ୍ତ ଫିଗରର ଧ୍ୟାନ ରଖୁଥିବା ନଜର ଆସିଥାଏ । ଏବେ ଏହି ଟ୍ରେଣ୍ଡରେ ନଜର ଆସିଛନ୍ତି ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି । ନିକଟରେ ନବ୍ୟାଙ୍କର ଏକ ଭିଡ଼ିଓ ସୋସିଆଲ ସାଇଟରେ ଭାଇରାଲ ହେଉଛି । ଏହି ଭିଡ଼ିଓରେ ନବ୍ୟା ୱର୍କଆଉଟ କରୁଥିବାର ନଜର ଆସିଛନ୍ତି ।

 

View this post on Instagram

 

#fitness . . . . . .#navyananda #navyanavelinanda

A post shared by Navya Naveli Nanda® (@naavyananda) on

ଭିଡ଼ିଓ ଭାଇରାଲ ହେବାର ରହିଛି ଏକ ଖାସ କାରଣ । ଭିଡ଼ିଓରେ ନବ୍ୟା ନବେଲି ନୁୟର୍କ ରାସ୍ତାରେ ୱର୍କଆଉଟ କରୁଥିବାର ନଜର ଆସିଛନ୍ତି । ଏହି ଭିଡ଼ିଓକୁ ଦେଖିବା ପରେ ଫ୍ୟାନ୍ସ ଲଗାତାର ମତ ଦେବାରେ ଲାଗିଛନ୍ତି । କିଛି ଫ୍ୟାନ୍ସ ନବ୍ୟାଙ୍କ ଫିଟନେସକୁ ପ୍ରଶଂସା କରୁଛନ୍ତି ଏବଂ କେତେକ ତାଙ୍କୁ ଫିଲ୍ମରେ ଦେଖିବାକୁ ଚାହୁଁଥିବା କଥା ଲେଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More