Only for Entertainment

ଶାହାରୁଖଙ୍କ ସହିତ ଝଗଡ଼ା ପରେ ଛେଳି ଚରାଉଥିବାର ନଜର ଆସିଲେ ଅମିତାଭ ବଚ୍ଚନ ।

ndtv
51

ବିଗବି ଅମିତାଭ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ।ନିକଟରେ ତାଙ୍କ ଶାହାରୁଖଙ୍କ ସହିତ ଟ୍ୱିଟରରେ ମସ୍ତି କରୁଥିବାର ଦେଖିବାକୁ ମିଳିଥିଲା । ତେବେ ମଜାକରେ ମଜାକରେ ଶାହାରୁଖଙ୍କ ସହିତ ଝଗଡ଼ା ହେବା ପରେ ଅମିତାଭ ଛେଳି ଚରାଉଥିବାର ନଜର ଆସିଛନ୍ତି । ଫଟୋରେ ଅମିତାଭ ଧଳା ଲୁଙ୍ଗି ଏବଂ କୁର୍ତ୍ତାରେ ନଜର ଆସିଛନ୍ତି ।

ଅମିତାଭ ଏବେ ଦୁଇଟି ଭାଷାରେ ନିର୍ମାଣ ହେଉଥିବା ଫିଲ୍ମ ତେରା ୟାର ହୁଁ ମେଁ’ରେ ବ୍ୟସ୍ତ ଅଛନ୍ତି । ଫିଲ୍ମ ମୁମ୍ବାଇର ଫିଲ୍ମ ସିଟିରେ ନିର୍ମାଣ ହେଉଛି । ଏହି ଫିଲ୍ମ ମାଧ୍ୟମରେ ୨୦ ବର୍ଷ ପରେ ଅମିତାଭ ବଚ୍ଚନବଡ଼େ ମିଆଁ ଛୋଟେ ମିଆଁର କୋ ଆକ୍ଟ୍ରେସ ରାମ୍ୟା କୃଷ୍ଣାଙ୍କ ସହିତନଜର ଆସିବେ ।

୭୬ ବର୍ଷର ହୋଇଥିଲେ ମଧ୍ୟ ବୟସର ଛାପ ତାଙ୍କନିକଟରେ ନଜର ଆସେନାହିଁ । ଏବେ ମଧ୍ୟ ଦୁନିଆର ସେ ମୋଷ୍ଟ ୱାଂଟେଡ ଆକ୍ଟର । ସେ ଖୁବଶୀଘ୍ର ଆଲିୟା ଭଟ୍ଟ ଏବଂ ରଣବୀର କପୁରଙ୍କ ସହିତ ଫିଲ୍ମ ବ୍ରହ୍ମାସ୍ତ୍ରରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More