Only for Entertainment

ଏହି କୁନି ଝିଅର ଅଭିନୟ ଦେଖି ଅମିତାଭ ବଚ୍ଚନ କହିଲେ- ୱା କ୍ୟା ବାତ୍ ହୈ !

37

ହିନ୍ଦୀ ସିନେମାର ‘ଶେହେଂସାହ’ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରୁହନ୍ତି । ନିକଟରେ ସେ ଏକ ଛୋଟ ଝିଅର ଭିଡିଓ ଶେୟାର କରିଛନ୍ତି, ଯାହାକୁ ଲୋକମାନେ ଖୁବ ପସନ୍ଦ କରନ୍ତି । ଏହି ଭିଡିଓକୁ ଶେୟାର କରି ଅମିିତାଭ ବଚ୍ଚନ ଲେଖିଛନ୍ତି, କ୍ୟା ବାତ ହେ । ଅସଲରେ, ଏହି ଭାଥରାଲ ଭିଡିଓରେ ଗୋଟିଏ ଝିଅ ପଂଜାବୀ ଗୀତରେ ଲିପ୍ସିଂ ସହ ଦମଦାର ଅଭିନୟରେ ମଧ୍ୟ ନଜର ଆସିଛନ୍ତି ।

ବିଗ ବିଙ୍କ ଦ୍ୱାରା ଶେୟାର ହୋଇଥିବା ଏହି ଭିଡିଓ ଖବର ଲେଖାଯିବା ପୂର୍ବରୁ ୨୭ହଜାରରୁ ଉଦ୍ଧ୍ୱର୍ ଲାଇକ ମିଳିସାରିଲାଣି ।

‘ବିଗ ବି’କିଛି ଦିନ ଟିଭି ପ୍ରସିଦ୍ଧ ଶୋ’ ‘କୌନ ବନେଗା କରୋଡପତି’ରେ ହୋଷ୍ଟ କରୁଛନ୍ତି । ଏହାବ୍ୟତୀତ ଖୁବଶୀଘ୍ର ‘ଗୁଲାବୋ ସିତାବୋ, ଝୁଣ୍ଡ, ଚେହେରେ ଏବଂ ବ୍ରହ୍ମାସ୍ତ୍ର ଭଳି ଫିଲ୍ମରେ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More