Only for Entertainment

ଦିନେ ରିଜେକ୍ଟ ହୋଇଥିଲା ଅଡିସନ ପାଇଁ ଦେଇଥିବା ଅମିତାଭଙ୍କ ଏହି ଫଟୋ, ଦେଖିଲେ ଆପଣ ମଧ୍ୟ ହସି ହସି ବେଦମ ହୋଇଯିବେ

350

ଅମିତାଭଙ୍କ ଏଭଳି କିଛି ଫଟୋ ରହିଛି ଯେଉଁଥିରୁ ତାଙ୍କ ଜୀବନର କାହାଣୀ ଝଲକୁଛି । ସେ ଅଧିକାଂଶ ସମୟ ତାଙ୍କ ପୁରୁଣା ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ଏହିଭଳି କିଛି ଫଟୋର ସମାହାରକୁ ସୋସିଆଲ ମିଡିଆରେ ପୁଣିଥରେ ସେୟାର କରିଛନ୍ତି ବିଗ ବି । ସେ ତାଙ୍କ ପିଲା ଦିନର କିଛି ଫଟୋ ଶେୟାର କରି ସେଥିରେ ଚମତ୍କାର କ୍ୟାପ୍ସନ ଦେଇଛନ୍ତି ।

ଏହି ଫଟୋରେ ସେ ତାଙ୍କ ମା’ଙ୍କ ସହିତ ନଜର ଆସିଛନ୍ତି

ଏହି ଫଟୋରେ ସେ ଅଭିଷେକଙ୍କ ହାତ ଧରିଛନ୍ତି ।

ନଜର ପକାନ୍ତୁ ଅମିତାଭଙ୍କ କୁନି ବୟସର ସମସ୍ତ ଫଟୋ ।ଏହି ଫଟୋକୁ ପଠାଇ ଅମିତାଭ ଲେଖିଥିଲେଯେ ଏହା ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଏନ କରିବା ପାଇଁ ପଠାଇଥିଲେ ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁଯେ ସେମାନେ ମୋତେ ରିଜେକ୍ଟ କରି ଦେଇଥିଲେ ।

ସେ ଅଧିକାଂଶ ସମୟ ତାଙ୍କ ଫିଲ୍ମର ସେଟ ଫଟୋ ମଧ୍ୟ ଶେୟାର କରିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More