Only for Entertainment

ଦୀପବୀରଙ୍କ ରିସେପସନରେ ଧୁମ ମଚାଇଲା ଅମିତାଭ ବଚ୍ଚନଙ୍କ ଜୁମା ଚୁମା ଗୀତ ।

aajtak
37

ଦୀପିକା ଏବଂ ରଣବୀର ବିବାହର ତୃତୀୟ ରିସେପସନ ଗତକାଲି ଅର୍ଥାତ ଶନିବାରକୁ ମୁମ୍ବାଇର ହୋଟେଲର ଗ୍ରାଣ୍ଡ ହୟାତରେ ଅନୁଷ୍ଠିତ ହୋଇଯାଇଛି ।ଏହି ରିସେପସନରେ ବଲିଉଡର ନାମିଦାମି ତାରକା ମାନେ ପହଂଚିଥିଲେ ।ଏଥିରେ ରଣବୀର ସିଂ ଏବଂ ବିଗ ବି ଅମିତାଭ ବଚ୍ଚନଙ୍କ ଡ୍ୟାନ୍ସ ଖୁବ ଚର୍ଚ୍ଚାରେ ରହିଛି ।

 

ପାର୍ଟିରେ ଅମିତାଭ ବଚ୍ଚନଙ୍କ ସହିତ ପତ୍ନୀ ଜୟା ବଚ୍ଚନ,ଝିଅ ଶ୍ୱେତା ବଚ୍ଚନ ଏବଂ ବୋହୁ ଐଶ୍ୱରୀୟା ବଚ୍ଚନ ନଜର ଆସିଥିଲେ ।ବିଗ ବି ଏବଂ ରଣବୀର ସିଂ ଖୁବ ନାଚିଲେ ।ରଣବୀରଙ୍କ ଅନୁରୋଧରେ ବିଗ ବି ଆଇକୋନିକ ସଙ୍ଗ ଜୁମା ଚୁମାରେ ଡ୍ୟାନ୍ସ କରି ସମସ୍ତଙ୍କୁ ଏଂଟରଟେନ କଲେ । ଏକ ଗୀତରେ ରଣବୀର ଅମିତାଭଙ୍କ ସିଗ୍ନେଚର ଷ୍ପେପ କରୁଥିବାର ଦେଖବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More