Only for Entertainment

ପଞ୍ଜାବ ସରକାରୀ କର୍ମଚାରୀ ଙ୍କ ବ୍ୟାଂକଖାତା ରେ ଆସିଲା ଡବଲ ଦରମା, ଦୀପାବଳୀ ବୋନସ ଭାବୁଥିଲେ ମାତ୍ର ଘଟିଲା କିଛି ଏଭଳି

45

ଯଦି ଆପଣଙ୍କ ବ୍ୟାଙ୍କ ଖାତାରେ ଗୋଟେ ମାସ ଦରମା ବଦଳରେ ଦୁଇ ମାସର ଦରମା କ୍ରେଡିଟ ହୋଇଯାଏ, ତେବେ ଆପଣଙ୍କ ଖୁସିର ଠିକଣା ରହିବନି । ଅସଲରେ ପଞ୍ଜାବର ଅମୃତସରରେ  ଘଟିଛି ସେହିଭଳି କିଛି । ସେଠାରେ ଥିବା ସରକାରୀ କର୍ମଚାରୀ ଙ୍କ ଆକାଉଣ୍ଟ କୁ ୨ମାସର ଦରମା କ୍ରେଡ଼ିଟ ହୋଇଛି । ଏହା ଦେଖି ସେମାନେ ଅନୁମାନ ଲଗାଇଛନ୍ତି ଯେ ଦୀପାବଳି ଅବସର ପାଇଁ ହୁଏତ ପଞ୍ଜାବ ସରକାର ଉପହାର ଦେଇଛନ୍ତି । ମାତ୍ର ଖୁସି ସେତେବେଳେ ମୁହଁରୁ ଚାଲିଯାଇଥିଲା ଯେତେବେଳେ ଜଣା ହୋଇଥିଲା ଯେ ଭୁଲ ବଶତଃ ଏହି ଟଙ୍କା କ୍ରେଡିଟ ହୋଇଯାଇଛି, ଏବଂ ଏହି ଟଙ୍କାକୁ ବାହାର କରିବା ଲାଗି ମନା କରାଯାଇଥିଲା ।

 

ଜିଲ୍ଲା ଅଧିକାରୀ ଏ କେ ମେନି ଏହାର ନୋଟିସ ଦେଇ କହିଛନ୍ତି ଯେ ଏହି ଟଙ୍କା କୁ ଉଠାନ୍ତୁ ନାହିଁ ଏବଂ ଖୁବ ଶୀଘ୍ର ଏହି ଟଙ୍କା ଫେରସ୍ତ ନିଆ ଯିବ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More