Only for Entertainment

ଅନନ୍ୟା ପାଣ୍ଡେଙ୍କ ଖୁଲାସା, ବରୁଣଙ୍କୁ ବହୁତ ଭଲ ପାଆନ୍ତି. ଶୁଣି ନତାଶା ଜଳିଯିବେ ଇର୍ଶାରେ !

38

ବଲିଉଡ ଅଭିନେତା ବରୁଣ ଧୱନଙ୍କର ଲକ୍ଷ ଲକ୍ଷ ଝିଅ ଦିୱାନୀ ଅଟନ୍ତି । ଏହି ଲକ୍ଷ ଲକ୍ଷ ଝିଅଙ୍କ ମଧ୍ୟରୁ ଅନନ୍ୟା ପାଣ୍ଡେ ମଧ୍ୟ ସାମିଲ ଅଛନ୍ତି,ଯିଏ ଷ୍ଟୁଡେଂଟ ଅଫ ଦ ଇୟର୨ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ନିକଟରେ ଏକ ମାଗାଜିନରେ ସାକ୍ଷାତକାର ସମୟରେ ଅନନ୍ୟା କହିଛନ୍ତି ଯେ ବରୁଣ ଧୱନଙ୍କୁ ବହୁତ ଭଲ ପାଆନ୍ତି । ଅନନ୍ୟାଙ୍କ ମୁତାବକ ତାଙ୍କୁ ବରୁଣ ଧୱନଙ୍କ ଏନର୍ଜି ଖୁବ ପସନ୍ଦ । ବରୁଣ ଜାଣିଛନ୍ତି ସେ ତାଙ୍କୁ ଭଲ ପାଆନ୍ତି ଏବଂ ଏହି ଭଲ ପାଇବା କିଛି ମାତ୍ରାରେ ଭିନ୍ନ ଅଟେ ବୋଲି ଅନନ୍ୟା କହିଛନ୍ତି ।

ଅନନ୍ୟାଙ୍କୁ ଯେତେବେଳେ ପଚରାଯାଇଥିଲା କେଉଁ ହିରୋଇନ ତାଙ୍କର ପସନ୍ଦ ସେ ଏଥିରେ ଉତ୍ତର ଦେଇଥିଲେ ଯେ ତାଙ୍କୁ ଆଲିୟା ଭଟ୍ଟ ଏବଂ କରୀନା କପୂର ଖୁବ ପସନ୍ଦ ।

ଏଠାରେ ଆମେ କହି ରଖୁଛୁ ଯେ ବରୁଣ ଏବେ ନତାଶା ଦଲାଲଙ୍କୁ ଡେଟ କରୁଛନ୍ତି । ଖବର ମୁତାବକ ଦୁହେଁ ଖୁବ ଶୀଘ୍ର ବିବାହ କରି ପାରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More