Only for Entertainment

ରିଲିଜ ହେଲା ଆୟୁଷ୍ମାନ ଖୁରାନା, ତବୁ ଏବଂ ରାଧିକା ଆପ୍ଟେଙ୍କ ଫିଲ୍ମ ‘ଅନ୍ଧାଧୁୁନ’ର ଟ୍ରେଲର ।

YouTube
0 28

ଅଭିନେତା ଆୟୁଷ୍ମାନ ଖୁରାନା, ଅଭିନେତ୍ରୀ ତବୁ ଏବଂ ରାଧିକା ଆପ୍ଟେଙ୍କ ଫିଲ୍ମ ଅନ୍ଧାଧୁନର ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମରେ ଆୟୁଷ୍ମାନ ଖୁରାନା, ତବୁ ଏବଂ ରାଧିକା ପ୍ରଥଥର ପାଇଁ ଏକା ସହିତ ନଜର ଆସୁଛନ୍ତି । ସସପେନ୍ସ ଏବଂ ଥ୍ରୀଲରରେ ଭରପୂର ଏହି ଫିଲ୍ମ ଟ୍ରେଲର ଆପଣଙ୍କୁ ନିଶ୍ଚିତ ଭାବେ ଚମକାଇ ଦେବ ।

ଫିଲ୍ମର କାହାଣୀ ଅନେକ ପ୍ରଶ୍ମ ସହିତ ଆରମ୍ଭ ହେଉଛି ଯାହାର ଉତ୍ତର ୫ ଅକ୍ଟୋବରରେ ମିଳିବ । କାରଣ ଫିଲ୍ମ ୫ ଅକ୍ଟୋବରରେ ରିଲିଜ ହେବ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀରାମ ରାଘବନ ।

ଏହି ଫିଲ୍ମ ଏକ ମ୍ୟୁଜିସିୟନଙ୍କ କାହାଣୀ ଉପରେ ଆଧାରିତ ଯେ ଦେଖପାରେ ନାହିଁ । ଫିଲ୍ମରେ ମର୍ଡର ମିଷ୍ଟ୍ରି ମଧ୍ୟ ଦେଖିବାକୁ ମିଳିବ । ଟ୍ରେଲର ଦେଖିବା ପରେ ଏହା ଆଶା କରାଯାଇଛି କି ଏହା ଚଳିତ ବର୍ଷର ସଫଳ ଫିଲ୍ମ ମଧ୍ୟରେ ସାମିଲ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More