Only for Entertainment

ଅଳ୍ପକେ ବଂଚିଲେ ଆଞ୍ଜୋଲିନା ଜୋଲୀ- ରିଚର୍ଡ ମ୍ୟାଡେନ, ସୁଟିଂ ସେଟରୁ ମିଳିଲା ବମ୍

daily mail
33

ହଲିଉଡ ଫିଲ୍ମ ଦ ସୁପରହିରୋ –‘ଦ ଏଟରନାଲସ’ର ସୁଟିଂ ସେଟରେ ବମ ଖବର ମିଳିବାପରେ କଳାକାରଙ୍କ ସହ ସମସ୍ତ କ୍ରିୟୁ ସଦସ୍ୟଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରାଯାଇଛି । ଅଭିନେତ୍ରୀ ଆଞ୍ଜେଲିନା ଜୋଲି ଓ ରେଚଲ ମ୍ୟାଡେନ ଫିଲ୍ମ ପାଇଁ ସୁଟିଂ କରୁଥିବା ସମୟରେ ସେଟରେ ବମ ଥିବା ଖବର ପ୍ରଚାର ହୋଇଥିଲା । ସୂଚନା ମିଳିବା ପରେ ଘଟଣା ସ୍ଥଳକୁ ଖାଲି କରାଯିବା ସହ ବୋମା ନିଷ୍କ୍ରିୟ ଦଳ ଏଠାରେ ପହଁଚି ବୋମାକୁ ନିଷ୍କ୍ରିୟ କରିଥିଲେ ।

ଡେଲୀ ମେଲ ର ରିପୋର୍ଟ ଅନୁସାରେ ଏହି ବୋମା ଦ୍ୱିତୀୟ ବିଶ୍ୱଯୁଦ୍ଧର ନାଜିମାନେ ଛାଡି ଯାଇଥିବା ବେସ ବୋଲି କୁହାଯାଉଛି । କହିରଖୁଛୁ ଯେ, ଅଭିନେତ୍ରୀ ଆଞ୍ଜୋଲିନା ଜୋଲୀ ଏବଂ ରିଚର୍ଡ ମ୍ୟାଡେନ ମାର୍ବଲର ଫିଲ୍ମ ‘ସୁପରହିରୋ’ରେ ଏଟରନଲ ଲିଡର ଥୈନା ଅଏବଂ ଇକାରିସ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More