Only for Entertainment

ଦିବଙ୍ଗତା ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ପରେ ଅନୀଲ କପୂର କଲେ ବଡ ଖୁଲାସା !

deccan chronicle
33

ବଲିଉଡ ଜଗତର ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀ ଙ୍କ ସହ ଜଡିତ ଏକ ଖବର ସାମ୍ନାକୁ ଆସିଛି , ଏବଂ ଏହି ଖବରର ଖୁଲାସା କରିଛନ୍ତି ତାଙ୍କ ଦିଅର ଅଭିନେତା ଅନୀଲ କପୂର । ନିକଟରେ ସେ ନିଜ ପୁତୁରା ଅର୍ଜୁନ ଏବଂ ମଲାଇକାଙ୍କ ସମ୍ପର୍କକୁ ନେଇ ନିଜ ମତ ଦେଇଥିଲ ଏବେ ସେ ଶ୍ରୀଦେବୀ ଙ୍କ ବିଷୟରେ କିଛି ଖୁଲାସା କରିଛନ୍ତି।

ଅନୀଲ କପୂର କିଛିଦିନ ପୂର୍ବେ ରିଆଲିଟି ସୋ ଡାନ୍ସ ପ୍ଲୁସ ମଞ୍ଚରେ ଅଭିନେତା ଜିତେନ୍ଦ୍ରଙ୍କ ସହ ଯୋଗ ଦେଇଥିଲେ । ଏହି ସୋ’ର ସ୍ପେସିଆଲ ଏପିଷୋଡ଼ ରେ ଶ୍ରୀଦେବୀ ଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ଏହି ମଞ୍ଚରେ ଅନୀଲ କପୂର ଏବଂ ଜିତେନ୍ଦ୍ର ଶ୍ରୀଦେବୀଙ୍କ ବିଷୟରେ ଅନେକ କଥା କହିଥିଲେ। ଅନୀଲ କପୂର ଶ୍ରୀଦେବୀ ଅନେକ ଫିଲ୍ମ ଏକା ସଂଗେ କରିଥିଲେ ଏବଂ ତାହା ହିଟ ମଧ୍ୟ ହୋଇଥିଲା।  ଏହି ବିଷୟରେ କହିବା ପରେ ସଂଗେ ସଂଗେ ଅନୀଲ ଖୁଲାସା କରି କହିଥିଲେ ଯେ , ସେ ଯେବେ ବି ଶ୍ରୀଦେବୀ ଙ୍କୁ ଭେଟୁଥିଲେ ତାଙ୍କ ଗୋଡ ଛୁଇଁ ମୁଁଣ୍ଡିଆ ମାରୁଥିଲେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More