Only for Entertainment

ନାଗିନ ଥ୍ରିର ଅଭିନେତ୍ରୀ କିଣିଲେ ଲଗଜରୀ ଫ୍ଲାଟ,ଦେଖନ୍ତୁ ଫଟୋ ।

aajtak
0 53

ନାଗିନ ଥ୍ରି ଏବଂ ୟେ ହୈ ମୋହବତେଁର ଫେମ ଆକ୍ଟ୍ରେସ ଅନୀତା ହସନନ୍ଦନୀ ନିକଟରେ ମୁମ୍ବାଇରେ ଏକ ବଡ଼ ଘର କିଣିଛନ୍ତି । ସେ ତାଙ୍କର ଏହି ଡ୍ରିମ ହାଉସରେ ଏକ ସାନଦାର ପାର୍ଟି ରଖିଥିଲେ,ଯେଉଁଥିରେ ତାଙ୍କର ଇଣ୍ଡଷ୍ଟ୍ରିର କେତେକ ଘନିଷ୍ଠ ବନ୍ଧୁ ଯୋଗ ଦେଇଥିଲେ ।

ଅନୀତା ଏବଂ ରୋହିତ ରେଡ୍ଡୀଙ୍କ ଏହି ହାଉସ ପାର୍ଟିରେ ‘ୟେ ହୈ ମୋହବତେଁ’ର ରମଣ ଭଲ୍ଲା ଏବଂ ତାଙ୍କ ଗର୍ଭବତୀ ପତ୍ନୀ ଅଙ୍କିତା ଭାର୍ଗବ ପହଂଚିଥିଲେ । ଏହା ସହିତ ଟିଭି ଅଭିନେତ୍ରୀ ଏକତା କପୁର ମଧ୍ୟ ଏହି ପାର୍ଟିରେ ଯୋଗ ଦେଇଥିଲେ । ଏକତା ଏହି ପାର୍ଟିର ଫଟୋ ସେୟାର କରିଛନ୍ତି ଏବଂ ଶୁଭେତ୍ସା ଜଣାଇଛନ୍ତି ।

 

କୁହାଯାଏଯେ ଅନୀତା ଏବଂ ଏକତା ଖୁବ ନିକଟତର । ସେ ଏବେ ଏକତାଙ୍କ ଆଗାମୀ ଶୋ ନାଗିନ ଥ୍ରିରେ ମଧ୍ୟ ନଜର ଆସିବେ ।

 

Mood #Pout #Naagin3 #VishKhanna

A post shared by Anita H Reddy (@anitahassanandani) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More