Only for Entertainment

ସ୍ୱିଜରଲ୍ୟାଣ୍ଡର କ୍ଲାଇମେଟରେ ରୋମାଂଟିକ ଭିଡ଼ିଓ ଶେୟାର କଲେ ନାଗିନ ଫେମ ଅନିତା ହସନନ୍ଦନୀ ।

aajtak
31

ଟିଭି ଶୋ ନାଗିନରେ ଘରେ ଘରେ ସମସ୍ତଙ୍କ ହୃଦୟକୁ ଜିତି ପାରିଥିବା ଅଭିନେତ୍ରୀ ଅନିତା ହସନନ୍ଦନୀ ପତି ରୋହିତ ରେଡ୍ଡୀଙ୍କ ସହିତ ସ୍ୱିଜରଲ୍ୟାଣ୍ଡରେ ମସ୍ତୀ କରୁଛନ୍ତି । ଅନିତା ଏକ ଭିଡ଼ିଓ ଶେୟାର କରିଛନ୍ତି ଯେଉଁଥିରେ ସେ ଶାହାରୁଖ ଏବଂ କାଜୋଲଙ୍କ ଡିଡିଏଲ ଫିଲ୍ମର ଜରା ସା ଝୁମ ଲୁ ମେଁ ଗୀତକୁ ଗାଇ ନିଜେ ଝୁମୁଥିବାର ନଜର ଆସିଛନ୍ତି ।

ଭିଡ଼ିଓ ଶେୟାର କରି ଅନିତା ଲେଖିଛନ୍ତିଯେ ଡିଡିଏଲଜେ ବିନା ସ୍ୱିଜରଲ୍ୟାଣ୍ଡ କିଛି ନୁହେଁ ।

 

କହିରଖୁଛୁଯେ ଏହି ଦୁଇ ଜଣଙ୍କ ଯୋଡ଼ିକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ଅଧିକାଂଶ ସମୟରେ ଅନିତା ତାଙ୍କ ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି । ସେ ଏବେ ତାଙ୍କ ହିଟ ଶୋ ନାଗିନ ଥ୍ରିକୁ ନେଇ ଚର୍ଚ୍ଚାରେ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More