Only for Entertainment

ମଣିକର୍ଣ୍ଣିକା ରିଲିଜ ପୂର୍ବରୁ ହଟ ଫଟୋ ଉଠାଇ ସୋସିଆଲ ମିଡିଆରେ ନିଆଁ ଲଗାଇଲେ ଅଙ୍କିତା ।

amarujala
36

ପବିତ୍ର ରିସ୍ତା ଫେମ ଅଙ୍କିତା ଲୋଖଣ୍ଡେ ସୁଶାନ୍ତ ସିଂଙ୍କ ସହିତ ବ୍ରେକ ଅପ ହେବା ପରଠାରୁ ଲାଇମଲାଇଟ ଠାରୁ ଦୂରରେ ରହିଥିଲେ । ଏହାପରେ ସବୁକିଛି ଭୁଲି ସେ ପୁଣିଥରେ ଫେରିଛନ୍ତି ପରଦାକୁ । ଏହିଥର କିନ୍ତୁ ଟିଭି ପରଦାରେ ନୁହେଁ ବରଂ ରୂପେଲି ପରଦାରେ ନଜର ଆସିବେ ଅଙ୍କିତା ।ସେ ଫିଲ୍ମ ମଣିକର୍ଣ୍ଣିକାରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ସେ ନିଜ ହଟ ଫଟୋକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ହ୍ୱାଇଟ କଲରର ଡ୍ରେସ ପିନ୍ଧି ସୋସିଆଲ ମିଡିଆରେ ନିଆଁ ଲଗାଇଛନ୍ତି ଅଙ୍କିତା ।

ପୁଣିଥରେ ଅଙ୍କିତା ଏବଂ ସୁଶାନ୍ତ ଏକା ସାଙ୍ଗରେ ଟିଭି ପରଦାରେ ନଜର ଆସିବେ ବୋଲି ଶୁଣିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More