Only for Entertainment

୫୦୦ କୋଟି ପାର କଲା ସଂଜ.ନୂଆ ଗୀତରେ ପୁଣି ଛାଇଲେ ରଣବୀର ।

youtube
0 56

ରାଜକୁମାର ହିରାନୀ ଏବଂ ରଣବୀର କପୁରଙ୍କର ସେଲିବ୍ରେସନର ସମୟ ଆସିଯାଇଛି । ଫିଲ୍ମ ସଂଜୁ ସାରା ଦୁନିଆରେ ୫୦୦ କୋଟି ପାର କରିସାରିଛି ।

୨୯ ଜୁନକୁ ରିଲିଜ ହୋଇଥିବା ସଂଜୁ ବକ୍ସ ଅଫିସରେ ବ୍ଲକବଷ୍ଟର ହୋଇଥିବାର କାରଣ ହେଉଛନ୍ତି ରଣବୀର କପୁର ଏବଂ ବିକ୍କୀ କୌଶଲ । ଦୁଇ ଗଚ୍ଚ ନିଖୁଣ ଅଭିନୟ ସମସ୍ତଙ୍କ ମନ କିଣି ନେଇଛି । ଏହି ଫିଲ୍ମ ରଣବୀର କପୁରଙ୍କର ଆଜି ପର୍ଯ୍ୟନ୍ତ ସବୁଠାରୁ ହିଟ ଫିଲ୍ମ । ଏହି ଫିଲ୍ମ ପ୍ରଥମ ସପ୍ତାହରେ ୨୦୦ କୋଟି ଅତିକ୍ରମ କରି ସାରିଥିଲା । ତୃତୀୟ ସପ୍ତାହରେ ସଂଜୁ ୩୦୦ କୋଟି ଅତିକ୍ରମ କରି ସାରିଥିଲା । ଏବେ ଏହି ଫିଲ୍ମ ସାରା ଦୁନିଆରେ ୫୦୦ କୋଟି ଇନକମରେ ପହଂଚି ସାରିଛି । ଫିଲ୍ମ କ୍ରିଟିକ୍ସ ତରନ ଆଦର୍ଶ ଏହାକୁ ଟ୍ୱିଟରରେ ସୂଚନା ଦେଇଛନ୍ତି । ତେବେ ତରନଙ୍କ କହିବା ଅନୁସାରେ ଏହା ରୋଜଗାରର ଡ୍ରିମ ରନ ।

ନିକଟରେ ଫିଲ୍ମର ଏକ ଗୀତ ରିଲିଜ ହୋଇଛି । ଏଥିରେ କରିସ୍ମା ତନ୍ନା ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More