Only for Entertainment

ରିଲିଜ ହେଲା ମୁକ୍ତାଚନ୍ଦ୍ରର ଭିଡିଓ, ପ୍ରଥମଥର ପାଇଁ ଦେଖିବାକୁ ମିଳିଲା ଅନୁ ଚୌଧୁରୀଙ୍କ ନିଆରା ଅବତାର !

45

ଅନେକ ସିନେମାରେ ନିଜ ଲଟକ୍ – ଝଟକର ଦେଖାଇଥିବା ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ ଦେଖିବାକୁ ମିଳିବ ଏକ ମ୍ୟୁଜିକ୍ – ଭିଡିଓ ମୁକ୍ତାଚନ୍ଦ୍ର । ଏକ କାଳ୍ପନିକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏହି ମ୍ୟୁଜିକ୍ ଭିଡିଓ । ଯାହାର  ଏବେ ରିଲିଜ୍ ହୋଇଛି ।

ଟ୍ରେଲରରେ ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ଆକର୍ଷଣୀୟ ଲୁକ୍ସ ସ୍ଥାନ ପାଇଛି । ଖୁବ୍ ଶୀଘ୍ର ରିଲିଜ୍ ହେବ ଏହି ଗୀତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More