Only for Entertainment

ଅନୁଭବ ମହାନ୍ତିଙ୍କ ଫିଟନେସ ସିକ୍ରେଟ । କହିଲେ ‘ଷ୍ଟେ ଫିଟ ଆଣ୍ଡ ହେଲଦୀ’ ।

youtube
0 41

ଓଡ଼ିଶାର ସୁପରଷ୍ଟାର ଅନୁଭବ ମହାନ୍ତି ବିଭିନ୍ନ ସମୟରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ କିଛି କିଛି ସୂଚନା ଦେଇଥାନ୍ତି । ପୂର୍ବରୁ ସେ କିଛି ଦେଶୀ ଚିକିତ୍ସା ବିଷୟରେ ମଧ୍ୟ ତାଙ୍କ ୟୁଟ୍ୟବ ଚ୍ୟାନେଲ ମାଧ୍ୟମରେ ଜଣାଇଥିଲେ । ଏବେ ସେ ସେହିଭଳି କିଛି ଫିଟନେସ ସିକ୍ରେଟ ବିଷୟରେ କହିଛନ୍ତି ଏବଂ ସମସ୍ତଙ୍କୁ ଫିଟ ଏବଂ ହେଲଦୀ ରହିବା ପାଇଁ କିଛି ଟିପ୍ସ ମଧ୍ୟ ଦେଇଛନ୍ତି । ଦେଖନ୍ତୁ ଭିଡ଼ିଓ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More