Only for Entertainment

ଅନୂପ ଜଲୋଟାଙ୍କ ସହ ଫିଲ୍ମ ସୁଟ କରୁଥିଲେ ଜସଲୀନ, ସେହିସମୟରେ ଘଟିଲା କିଛି ଏଭଳି ହୋଇଗଲେ ରକ୍ତାକ୍ତ, ଦେଖନ୍ତୁ ଭିଡିଓ !

27

ଅନୂପ ଜଲୋଟା ଏବଂ ଜସଲୀନ ମଥାରୁ ବିଗବସ ୧୨ରେ ଯେଉଁ ହଙ୍ଗାମା ମଚାଇଥିଲେ, ଏହାକୁ ଏବେ ପର୍ଯ୍ୟନ୍ତ କେହି ଭୂଲି ନାହାନ୍ତି । କିନ୍ତୁ ଭଜନ ସମ୍ରାଟ ଅନୁପ ଜଲୋଟା ଏବେ ଜସଲୀନଙ୍କ ସହ ଏକ ଧମାକାଦାର ଏଂଟ୍ରି କରିବାକୁ ଆସୁଛନ୍ତି । ଦୁହେଁ ଏକାଠି ଏକ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ତେବେ ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି । ଫିଲ୍ମର ନାଁ ରହିଛି ‘ବୋ ମେରି ଷ୍ଟୁଡେଂଟ ହେ’ । ତେବେ ରୋମାଂଚ ଭରା କଥା ହେଉଛି ସୁଟିଂ ସେଟରେ ଜସଲୀନଙ୍କୁ ଆଘାତ ଲାଗିଛି , ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

Mujhe lag gayi 😥😥 @jalotaanup 😥

A post shared by Jasleen Matharu (@jasleenmatharu) on


ଜସଲୀନ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ଅନୁପ ଜଲୋଟା ମଧ୍ୟ ନଜର ଆସିଛନ୍ତି । ଅନୂପ କହୁଛନ୍ତି ଯେ ସୁଟିଂ ସମୟରେ ଜସଲୀନଙ୍କୁ ଆଘାତ ଲାଗିଛି । ଜସଲୀନ ଭିଡିଓ ଶେୟାର କରି ଲେଖିଛନ୍ତି ଯେ ‘ମୁଝେ ଲଗ ଗୟି’ ।


ଅନୂପ ଜଲୋଟା ଏବଂ ଜସଲୀନ ବିଗବସ୧୨ରେ ଯୋଡି ରୁପେ ଆସିଥିଲେ, ଏବଂ ଦୁହିଁଙ୍କ ବନ୍ଧୁତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । କିନ୍ତୁ ଘର ବାହାରେ କହିଥିଲେ ଯେ ଦୁହେଁ କେବଳ ଶୋ’ରେ ଯୋଡି ହୋଇ ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More