Only for Entertainment

ଭାଇରାଲ ହେବାରେ ଲାଗିଛି ଅନୁପମ ଖେରଙ୍କ ସହିତ ୧୦୧ ବର୍ଷର ଏହି ମହିଳାଙ୍କ ଭିଡ଼ିଓ ।

aajtak
31

ଅନୁପମ ଖେର ଏବେ ‘ଦ ଏକ୍ସିଡେଂଟାଲ ପ୍ରାଇମ ମିନିଷ୍ଟର’ ଫିଲ୍ମକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ଅନୁପମ ତାଙ୍କ ଟ୍ୱିଟର ଆକାଉଂଟରେ ଜଣେ ୧୦୧ ବର୍ଷର ମହିଳାଙ୍କ ସହିତ ଏକ ଭିଡ଼ିଓ ଶେୟାର କରିଛନ୍ତି ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ମହିଳା ଜଣକ ହେଉଛନ୍ତି ମଧ୍ୟପ୍ରଦେଶର ଖଜୁରାହୋର, ଯିଏ ଗଛତଳେ ଚା ବିକ୍ରି କରୁଛନ୍ତି,ତାହା ପୁଣି ଖୁବ ଉତ୍ସାହର ସହିତ ।

 

ଅନୁପମ ସେହି ମହିଳାଙ୍କ ସହିତ କଥା ହେଲେ ଏବଂ ତାଙ୍କ ଭଲ ସ୍ୱାସ୍ଥ୍ୟ ପାଇଁ କାମନା କଲେ । ୫ ଘଂଟାରେ ଏହି ଭିଡ଼ିଓକୁ ୬୬ ହଜାରରୁ ଅଧିକ ଥର ଦେଖାଯାଇଛି ଓ ୧୫ ହଜାର ଲୋକ ଏହାକୁ ଲାଇକ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More