Only for Entertainment

ବିଦେଶରେ ସମ୍ମାନିତ ହେଲେ ପ୍ରସିଦ୍ଧ ଗାୟିକା ଅନୁରାଧା ପୋଡୱାଲ ଏବଂ କୁମାର ସାନୁ ।

amarujala
0 60

ବିଦେଶରେ ଅନୁରାଧା ପୋଡୱାଲ ଓ କୁମାର ସାନୁଙ୍କୁ ସମ୍ମାନିତ କରାଯାଇଛି । ସିନେମା ଜଗତରେ ଭଲ କାମ ଏବଂ ସାମାଜିକ କାର୍ଯ୍ୟରେ ଅଦ୍ଭୁତପୂର୍ବ ଯୋଗଦାନ ପାଇଁ ଏକ ଖାସ ସମ୍ମାନ ପ୍ରଦାନ କରାଯାଇଛି ।

ଇଣ୍ଡୋ ବ୍ରିଟିଶ ଅଲ ପାର୍ଟି ପାର୍ଲିଆମେଂଟ୍ରି ଗ୍ରୁପର ନେତାମାନେ ସମ୍ମାନିତ କରିଛନ୍ତି । ଏହି ସମୟରେ ଅନୁରାଧା କହିଛନ୍ତି ସମାଜ ପାଇଁ କିଛି କରିବା ତାଙ୍କର କର୍ତ୍ତବ୍ୟ । ଏହା ସହିତ କୁମାର ସାନୁ କହିଛନ୍ତିଯେ ପ୍ରତ୍ୟେକ ପିଲାଙ୍କୁ ଲେଖାପଢା କରିବାର ଅଧିକାର ରହିଛି ।

୯୦ ଦଶକରେ ଲୋକ କୁମାର ସାନୁଙ୍କର କଣ୍ଠର ଦିୱାନା ଥିଲେ । କେବଳ ସେତିକି ନୁହେଁ କୁମାର ସାନୁଙ୍କୁ ଫିଲ୍ମଫେୟର ବେଷ୍ଟ ପ୍ଲେବ୍ୟାକ ସିଙ୍ଗର ଭାବରେ ଦମ୍ମାନିତ କରାଯାଇଥିଲା । ତେବେ ଦୁଇ କଲାକାରଙ୍କ ସଙ୍ଗୀତ ସର୍ବଦା ସୁପର ଡୁପର ହିଟ ରହିଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More