Only for Entertainment

ଅନୁଷ୍କା ବିରାଟ ସେଲିବ୍ରେଟ କଲେ ପ୍ରଥମ କରୱା ଚୌଥ,ଦେଖନ୍ତୁ ଫଟୋ ।

aajtak
32

ବିବାହିତ ମହିଳାଙ୍କ ପାଇଁ କରୱା ଚୌଥ ଖୁବ ଖାସ ହୋଇଥାଏ । ସେମାନେ ଏହାକୁ ଖୁବ ଆନନ୍ଦର ସହିତ ପାଳନ କରିଥାନ୍ତି । ତେବେ ଏହାଯେ କେବଳ ସାଧାରଣ ଲୋକଙ୍କ ପାଇଁ ହୋଇଥାଏ ତାହା ନୁହେଁ ବରଂ ଏହା ସମସ୍ତଙ୍କ ପାଇଁ । ଗତକାଲି କରୱା ଚୌଥ ପାଳନ ସରିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟୀ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ପାଳନ କରିଛନ୍ତି କରୱା ଚୌଥ । ସେହି ମଧ୍ୟରେ ଅଛନ୍ତି ସମସ୍ତଙ୍କ ପ୍ରିୟ ଯୋଡ଼ି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା । ଅନୁଷ୍କା ତାଙ୍କ ଇଂଷ୍ଟାଗ୍ରାମ ପେଜରେ ଗତକାଲିର ପୋଷ୍ଟ ଶେୟାର କରିଛନ୍ତି ।

ଫଟୋରେ ଦୁଇ ଜଣ ଖୁବ ସୁନ୍ଦର ଦେଖା ଯାଉଛନ୍ତି । ଫଟୋ ଶେୟାର କରି ଅନୁଷ୍କା କ୍ୟାପ୍ସନରେ ଲେଖିଛନ୍ତିଯେ, । କହି ରଖୁଛୁଯେ ବିରାଟ ଏବଂ ଅନୁଷ୍କା ୧୧ ଡିସେମ୍ବର ୨୦୧୭ରେ ବିବାହ କରିଥିଲେ । ଦୁଇଜଣଙ୍କ ବିବାହ ଇଟଲୀର ଏକ ଲକଜରୀ ରିସର୍ଟରେ ହୋଇଥିଲା । ଦୁଇଜଣଙ୍କ ବିବାହ ଏବଂ ରିସେପସନ ଫଟୋ ସୋସିଆଲ ମିଡିଆରେ ଛାଇ ଯାଇଥିଲା ।

ଅନୁଷ୍କା ଖୁବ ଶୀଘ୍ର ଫିଲ୍ମ ଜିରୋରେ ନଜର ଆସିବେ । ଫିଲ୍ମରେ ଶାହାରୁଖ ଏବଂ କ୍ୟାଟ୍ରିନା ମୁଖ୍ୟ ଚରିତ୍ରରେ ନଜର ଆସିବେ । ଫିଲ୍ମ ଜିରୋ ୨୧ ଡିସେମ୍ବର ୨୦୧୮ରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More