Only for Entertainment

ଫିଲ୍ମ ସଂଜୁରେ ଫିଲ୍ମ ନିର୍ମାତା ଚରିତ୍ରରେ ନଜର ଆସିବେ ଅନୁଷ୍କା ଶର୍ମା ।

bollywood tadka
0 39

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ସଂଜୟ ନତ୍ତଙ୍କ ବାୟୋପିକ ଫିଲ୍ମ ସଂଜୁରେ ଏକ ଫିଲ୍ମ ନିର୍ମାତା ଚରିତ୍ରରେ ନଜର ଆସିବେ । ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଏହି ଫିଲ୍ମର ଟିଜର ମଧ୍ୟ ରିଲିଜ ହୋଇସାରିଛି । ସଂଜୟ ଦତ୍ତଙ୍କ ଚରିତ୍ରରେ ନଜର ଆସିବେ ରଣବୀର କପୁର । ଫିଲ୍ମରେ ଅନୁଷ୍କା ଶର୍ମାଙ୍କର ମଧ୍ୟ ଏକ ପ୍ରମୁଖ ଭୂମିକା ରହିଛି ।

ହିରାନୀଙ୍କ କହିବା ଅନୁସାରେ ସେ ଫିଲ୍ମର କାହାଣୀ ଲେଖୁଥିବା ସମୟରେ ସଂଜୟ ଦତ୍ତଙ୍କୁ ସାକ୍ଷାତ କରିବାକୁ ଯାଉଥିଲେ ଏବଂ ୨୫ ମିନିଟ ପର୍ଯ୍ୟନ୍ତ କଥା ହେଉଥିଲେ । ସେହି ସମୟରେ ସେ ଭାବୁଥିଲେଯେ ସେ ତାଙ୍କ ଚରିତ୍ରକୁ ଫିଲ୍ମରେ ରଖିବେ ନାହିଁ,କିନ୍ତୁ ପରେ ସେ ତାଙ୍କ ଚରିତ୍ରକୁ ରଖିବାକୁ ନିଷ୍ପତ୍ତି ନେଲେ ଏବଂ ହିରାନୀ ତାଙ୍କ ସ୍ଥାନରେ ଅନୁଷ୍କା ଶର୍ମାଙ୍କୁ ରଖିଦେଲେ ।

ଏହି ଭୂମିକାର ଏକ ବିଶେଷ କଥା ହେଉଛିଯେ ସେ ଆମେରକାର ବାସିନ୍ଦା ଭାବରେ ନଜର ଆସିବେ । ଯିଏ ଜଣେ ଲେଖିକା । ତେବେ ହିରାନୀଙ୍କ ଚରିତ୍ରରେ ଅନୁଷ୍କା ଜଣେ ଫିଲ୍ମ ନିର୍ମାତା ଭାବରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More