ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ ପତି ବିରାଟଙ୍କ ସହିତ ନିକଟରେ ଏୟାରପୋର୍ଟରେ ସ୍ପଟ ହୋଇଛନ୍ତି । ଏହି ସମୟର ଫଟୋ ସାମ୍ନାକୁ ଆସିଛି । ଦୁଇଜଣ ଖୁବ ସୁନ୍ଦର ଦେଖଯାଉଛନ୍ତି ।
ବିରାଟ କାଜୁଆଲ ଲୁକରେ ନଜର ଆସିଛନ୍ତି ।
ଫଟୋର ଖାସ କଥା ହେଉଛି ବିରାଟ ଅନୁଷ୍କାଙ୍କ କାନ୍ଧରେ ହାତ ପକାଇଛନ୍ତି । ତେଣୁ ଏଥିରେ ତାଙ୍କ ପ୍ରୋଟେକ୍ଟିଭ ନେଚର ନଜର ଆସିଛି । କେବଳ ସେତିକି ନୁହେଁ ବରଂ ସେ ଏୟାରପୋର୍ଟରେ ସମସ୍ତ ସମୟ ଅନୁଷ୍କାଙ୍କ ସହିତ ନଜର ଆସିଛନ୍ତି ।
ଦୁଇଜଣଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।