Only for Entertainment

ନୂଆ ବର୍ଷ ସେଲିବ୍ରେଟ କରିବା ପାଇଁ ବିରୁଷ୍କା ପହଂଚିଲେ ଅଷ୍ଟ୍ରେଲିଆରେ, ଦେଖନ୍ତୁ ଫଟୋ !

17

୨୦୧୮ ବିଦାୟ ନେଇ ସାରିଛି ଏବେ ୨୦୧୯ରେ ହୋଇଛି ଆଗମନ । ଅନେକ ସେଲିବ୍ରିଟି ନୂଆ ବର୍ଷ ପାଳନ କରିବାକୁ ଅନେକ ସ୍ଥାନକୁ ଯାଇଛନ୍ତି । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଏବର୍ଷ ବିରୁଷ୍କା ନିଜର ନୂଆବର୍ଷ ପାଳନ କରିଛନ୍ତି ଅଷ୍ଟ୍ରେଲିଆରେ ।

ବିରାଟ କୋହଲି ନିଜ ଟ୍ୱିଟର ଅକାଉଂଟରେ ଅନୁଷ୍କାଙ୍କ ସହ ଫଟୋ ପୋଷ୍ଟ କରିଛନ୍ତି ଏବଂ ସେଥିରେ ସମସ୍ତଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇ ଟ୍ୱିଟ ମଧ୍ୟ କରିଛନ୍ତି । ଦେଖନ୍ତୁ ବିରାଟ ଏବଂ ଅନୁଷ୍କାଙ୍କ ଏହି ସୁନ୍ଦର ଫଟୋ :

ଏଠାରେ ଆମେ କହି ରଖୁଛୁ ଯେ ଅନେକ କଳାକାର ସେଲିବ୍ରେଶନ ପାଇଁ ଯାଇ ସାରିଲାଣି । ସେହିଭଳି ପ୍ରିୟଙ୍କା ଚୋପ୍ରା ଏବଂ ନିକ ସ୍ୱିଜରଲ୍ୟାଣ୍ଡରେ ପରିବାର ସହ ଛୁଟି ମନାଉଛନ୍ତି । ଆଲିୟା ଏବଂ ରଣବୀର ନ୍ୟୁୟର୍କରେ ନୂଆ ବର୍ଷ ସେଲିବ୍ରେଟ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More