Only for Entertainment

ଭାରତ-ଶ୍ରୀଲଙ୍କା ମ୍ୟାଚରେ ପତି ବିରାଟ କୋହଲିଙ୍କୁ ଚିୟର କରୁଥିବାର ନଜର ଆସିଲେ ଅନୁଷ୍କା ଶର୍ମା ।

68

ଇଂଲଣ୍ଡରେ ଚାଲୁଥିବା ୱାର୍ଲଡ କପ ମ୍ୟାଚ ୨୦୧୯ରେ ଶନିବାର ବା ୬ ଜୁଲାଇକୁ ଭାରତ ଏବଂ ଶ୍ରୀଲଙ୍କ ମଧ୍ୟରେ ମ୍ୟାଚରେ ଭାରତ ଜିତିଛି । ଏହି ମ୍ୟାଚ ସମୟରେ ଅଭିନେତ୍ରୀ ବା ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ପତି ବିରାଟଙ୍କୁ ଚିୟର କରୁଥିବାର ନଜର ଆସିଛନ୍ତି ।

ମ୍ୟାଚ ଦେଖିବାକୁ ଯାଇଥିବା ଅନୁଷ୍କା ଶର୍ମା ମଷ୍ଟାର୍ଡ଼ ୟେଲୋ କଲରର ଡ୍ରେସ ପିନ୍ଧିଥିଲେ । ଏହା ସହିତ ସେ ହୁପ ଇୟରରିଙ୍ଗସ ଏବଂ ସନଗ୍ଲାସ କମ୍ବିନେସନକୁ କ୍ୟାରି କରିଥିଲେ ।

ଅନୁଷ୍କାଙ୍କୁ ଅଧିକାଂଶ ସମୟରେ ଦର୍ଶକଙ୍କ ମଧ୍ୟରେ ବସି ପତି ବିରାଟଙ୍କୁ ଚିୟର କରୁଥିବାର ଦେଖିବାକୁ ମିଳେ । ଏହି କାରଣରୁ ଅନୁଷ୍କା ବାରମ୍ବାର ଆଲୋଚକଙ୍କ ଚର୍ଚ୍ଚାର ବିଷୟ ହୋଇଯାନ୍ତି ।

ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ପତି ବିରାଟଙ୍କୁ ଚିୟର କରୁଥିବାର ନଜର ଆସନ୍ତି ଅନୁଷ୍କା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More