Only for Entertainment

ଟି-ଟ୍ୱେଂଟିର ସେକେଣ୍ଡ ମ୍ୟାଚରେ ବିରାଟଙ୍କୁ ଚିୟର କରିବା ପାଇଁ କାର୍ଡ଼ିଫରେ ପହଂଚିଲେ ଅନୁଷ୍କା ଶର୍ମା ।

dailyhunt
0 38

ଇଣ୍ଡିଆନ କ୍ରିକେଟ ଟିମ ଏବେ ଇଂଲଣ୍ଡରେ । ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ମ୍ୟାଚ କାର୍ଡ଼ିଫରେ ଖେଳାଯିବ । ସେଥିପାଇଁ ଟିମ କାଲିଠାରୁ ସେଠାରେ ପହଂଚି ସାରିଛି । ସବୁଠାରୁ ଖାସ କଥା ହେଉଛି ଇଣ୍ଡିଆ ଟିମ ଯେତେବେଳେ ହୋଟେଲରେ ପହଂଚିଲେ ସମସ୍ତଙ୍କ ପାଇଁ ଏକ ସରପ୍ରାଇଜ ଥିଲା । ସରପ୍ରାଇଜଟି କିଛି ନୁହେଁ ବରଂ ସେ ହେଉଛନ୍ତି ଇଣ୍ଡିଆନ କ୍ୟାପଟେନ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା । ଅନୁଷ୍କା ତାଙ୍କ ବିଜି ସିଡ୍ୟୁଲରୁ ସମୟ ବାହାର କରି ପତି ବିରାଟଙ୍କୁ ଚିୟର କରିବା ପାଇଁ କାର୍ଡ଼ିଫ ପହଂଚିଥିଲେ ।

 

ଫଟୋରେ ବିରାଟ କୁଲ ଅନ୍ଦାଜରେ ନଜର ଆସିଛନ୍ତି ।

 

@virat.kohli & @anushkasharma reached Cardiff ❤❤ #viratkohli #anushkasharma #virushka

A post shared by Sara (@virushka_folyf) on

ଗତ ମ୍ୟାଚରେ ଟି ଟ୍ୱେଂଟି ଇଂଟରନେସନାଲରେ ବିରାଟ ରେକର୍ଡ଼ କରିଥିଲେ । ସବୁଠାରୁ ଅଧିକ ୨୦୦୦ ରନ କରିଥିବା ବ୍ୟାଟ୍ସମ୍ୟାନ ହୋଇଥିଲେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More