Only for Entertainment

ସ୍ୱାମୀ ବିରାଟଙ୍କ ସହ ରୋମାଂଟିକ ହେଲେ ଅନୁଷ୍କା, ଭାଇରାଲ ହେଲା ଫଟୋ !

29

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା କିଛି ଦିନ ହେବ ସ୍ୱାମୀ ବିରାଟଙ୍କ ସହ ଏବଂ ଭାରତୀୟ କ୍ରିକେଟ ଟିମକୁ ଉତ୍ସାହିତ କରିବା ଲାଗି ଅଷ୍ଟ୍ରେଲିଆରେ ଅଛନ୍ତି । ମ୍ୟାଚ ସମୟରେ ଷ୍ଟାଡିୟମରେ ଖୁବ ସୁନ୍ଦର ଅନ୍ଦାଜରେ ସ୍ପଟ କରାଯାଇଛି । ନିକଟରେ ଏବେ ଅନୁଷ୍କା ସ୍ୱାମୀ ବିରାଟଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି ।

ଏହି ଫଟୋ ରେ ବିରାଟ ଅନୁଷ୍କାଙ୍କୁ ହଗ କରି ଖୁବ ରୋମାଂଟିକ ଅନ୍ଦାଜରେ ନଜର ଆସିଛନ୍ତି । ଫଟୋ କ୍ଲିକ କରିବା ସମୟରେ ଦୁହେଁ କ୍ୟୁଟ ଅନ୍ଦାଜରେ ହସୁଥିବାର ନଜର ଆସିଛନ୍ତି । ଅନୁଷ୍କା ଫଟୋ ଶେୟାର କରି ଲେଖିଛନ୍ତି ତୁମେ ମୋତେ ସବୁବେଳେ ଖୁସି ରଖୁଛ । ବିରାଟ ଏବଂ ଅନୁଷ୍କାଙ୍କ ଏହି ଅନ୍ଦାଜକୁ ଫ୍ୟାନ୍ସମାନେ ଖୁବ ପସନ୍ଦ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More