Only for Entertainment

ମୁମ୍ବାଇ ଟ୍ରାଫିକରେ ଫସିବା ପରେ ଏଭଳି ଥିଲା ବିରାଟଙ୍କ ପତ୍ନୀ ଅନୁଷ୍କାଙ୍କ ପ୍ରତିକ୍ରିୟା

pinkvilla
166

ବର୍ଷା ହେବାମାତ୍ରେ ମୁମ୍ବାଇ ସହରରେ ଚହଳ ପଡ଼ିଯାଏ । ଗଳି ଏବଂ ସହରର ପ୍ରତ୍ୟେକ ସ୍ଥାନରେ ପାଣି ଜମିଯିବା ଦ୍ୱାରା ରାସ୍ତା ଭିଡ଼ ହୋଇଯାଏ । ଯାହା ଦ୍ୱାରା ସାଧାରଣ ଲୋକ ଅସ୍ତବ୍ୟସ୍ତ ହୋଇପଡ଼ନ୍ତି । ତେବେ ଏଥିରୁ କିଭଳି ବାଦ୍ ପଡ଼ିବେ ବଲିଉଡ ସେଲିବ୍ରେଟୀ? ଏହିଭଳି ଏକ ଘଟଣା ନଜର ଆସିଛି ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ନିକଟରେ ।

 

 

View this post on Instagram

 

Meri jaan???@anushkasharma #anushkasharma #queen #nushkie #nush #flawless #beauty #stunner #new #anushka #sharma

A post shared by Anushka Sharma Kohli?? (@nushkiefc) on

ବାସ୍ତବରେ ସକାଳ ସମୟରେ ଟ୍ରାଫିକରେ ଫସିଥିବାର ଏକ ଭିଡ଼ିଓ ଶେୟାର କରିଛନ୍ତି ବିରାଟ କୋହଲିଙ୍କ ପତ୍ନୀ ବା ଅଭିନେତ୍ରୀ ଅନୁଷ୍କା ଶର୍ମା । ଯେଉଁଥିରେ ସେ ଚିନ୍ତିତ ଥିବା ନଜର ଆସିଛନ୍ତି । ଅନୁଷ୍କା କାମକୁ ବାହାରୁଥିଲେ ଏବଂ ରାସ୍ତାରେ ଟ୍ରାଫିକ ଭିଡ଼ ଥିଲା । କାର ମଧ୍ୟରେ ବସି ଅନୁଷ୍କା ଏକ ଭିଡ଼ିଓ ସୁଟ କରିଛନ୍ତି । ଭିଡ଼ିଓରେ ଅନୁଷ୍କାଙ୍କ ଏକ୍ସପ୍ରେସନ ଦେଖିବା ପରେ ଆପଣ ନ ହସି ରହିପାରିବେ ନାହିଁ । ଏହା ସହିତ ଅନୁଷ୍କା ଲେଖିଛନ୍ତି ଯେତେବେଳେ ଆମେ ଜୀବନର ପ୍ରତ୍ୟେକ ଜିନିଷକୁ ପ୍ରଶଂସା କରିବା କଥା କୁହାଯାଏ, ସେଥିରେ କ’ଣ ଟ୍ରାଫିକ ମଧ୍ୟ ଅଛି? ଏକ ସାଙ୍ଗ ପାଇଁ ପଚାରୁଛି? କୁଲ, ଥ୍ୟାଙ୍କ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More