Only for Entertainment

ବିବାହର ୧୫ ମାସ ପରେ ବିରାଟଙ୍କ ସହିତ ନିଜ ସମ୍ପର୍କ ବିଷୟରେ କହିଲେ ଅନୁଷ୍କା, ସମ୍ପର୍କରେ କିଛି ବି ଖାସ ନାହିଁ…

dna
29

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ଯୋଡିକୁ ଫ୍ୟାନ୍ସ ଖୁବ ପସନ୍ଦ କରିଥାନ୍ତି । ଦୁହେଁ ୧୧ ଡିସେମ୍ବନର ୨୦୧୭ରେ ଇଟାଲିିରେ ବିବାହ କରିଥିଲେ । ଏବେ ବିବାହର ୧୫ ମାସ ପରେ ଅନୁଷ୍କା ବିରାଟଙ୍କ ସହିତ ନିଜର ରିଲେସନସିପ ବିଷୟରେ ଖୁଲାସା କରି କହିଛନ୍ତି, ‘ସମ୍ପର୍କରେ କିଛି ଖାସ ନାହିଁ ।’

ଅସଲରେ , ବିରାଟ-ଅନୁଷ୍କା ଏକ ଆଡ ସୁଟ କରିଥିଲେ । ଏହି ଭିଡିଓରେ ବିରାଟ କରିଥିଲେ ଲୋକେ ଆମକୁ ପଚାରନ୍ତି ତୁମ ସମ୍ପର୍କରେ ସବୁଠାରୁ ଖାସ୍ କଥା କ’ଣ ? ଏହାକୁ ଶୁଣି ଅନୁଷ୍କା ମଜାକିଆ ଢଙ୍ଗରେ କୁହନ୍ତି ‘କିଛି ଖାସ୍ ନାହିଁ ।’ କିନ୍ତୁ ପରେ କୁହନ୍ତି ‘ସତ ପ୍ରେମ’ । ଏହି ଭିଡିଓକୁ ବିରାଟ କୋହଲି ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲେ । ଭିଡିଓ ସେୟାର କରିବା ସହିତ ସେ ଲେଖିଥିଲେ, ‘ଖୁବ ମଜାଦାର ସୁଟିଂ ଥିଲା, ପ୍ୟାର ଫନ ।’


ୱାର୍କ ଫିଟ ବିଷୟରେ କହିବାକୁ ଗଲେ ଅନୁଷ୍କା ‘ବୁଲବୁଲ’ ନାମକ ୱେବ ସିରିଜକୁ ପ୍ରଡ୍ୟୁସ କରୁଛନ୍ତି । ଗତ ବର୍ଷ ଅନୁଷ୍କାଙ୍କ ଫିଲ୍ମ ଜିରୋ ରିଲିଜ ହୋଇଥିଲା କିନ୍ତୁ ଏହା ବକ୍ସ ଅଫିସରେ କିଛି ଖାସ କରିପାରିନଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More