Only for Entertainment

ବିରାଟଙ୍କୁ ଅନୁଷ୍କାଙ୍କ ବଡ ସରପ୍ରାଇଜ, ସୋସିିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

google
48

ସୋସିଆଲ ମିଡିଆରେ ଏବେ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲୀ ଓ ଅଭିନେତ୍ରୀ ଅନୁଷ୍ମା ଶର୍ମାଙ୍କ ଏକ ଭିଡିଓ ଭାଇରାଲ ହେଉଛି । ପତିପତ୍ନୀଙ୍କ ଏହି ଭିଡିଓ ହେଉଛି ମୁମ୍ବାଇ ବିମାନବନ୍ଦର । କୋଲକାତାର ମ୍ୟାଚ ଜିତି ମୁମ୍ବାଇ ଫେରିବା ପରେ ବିରାଟଙ୍କୁ ସ୍ୱାଗତ ଜଣାଇବା ପାଇଁ ଏଠାରେ ପହଁଚିଥିଲେ ଅନୁଷ୍କା । ତେବେ ବିରାଟଙ୍କୁ ସରପ୍ରାଇଜ ଦେବାକୁ ଯାଇ କାର ଭିତରେ ବସି ରହିଥିଲେ ଅନୁଷ୍କା । ଯେତେବେଳେ ବିରାଟ କାର ଡୋର୍ ଖୋଲି ବସିବା ପାଇଁ ଯାଆନ୍ତି ସେହି ସମୟରେ ଭିତରେ ଥିବା ଅନୁଷ୍କା ତାଙ୍କୁ ଆଲିଙ୍ଗନ କରିଥିଲେ ।କାର ଭିତରେ ବିରୁସ୍କାଙ୍କ ଏହି ଭିଡିଓ କଏଦ ହେବା ସହ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି ।

 

 

View this post on Instagram

 

#viratkohli big surprise ❤❤❤❤

A post shared by Viral Bhayani (@viralbhayani) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More