Only for Entertainment

ଏହି ୩ଟି ଆପ ସାହାଯ୍ୟରେ ଆପଣ କୌଣସି ବି ୱାଇ-ଫାଇ ନେଟୱର୍କ ପାସୱାର୍ଡର ପତ୍ତା ଲଗାଇ ପାରିବେ !

jagran
0 51

ଆଜି ଆମେ ଆପଣଙ୍କୁ ସେହି ୩ଆପ ବିଷୟରେ କହିବାକୁ ଯାଉଛୁ, ଯାହା ସାହାଯ୍ୟରେ ଆପଣ ଯେକୌଣସି ୱାଇ-ଫାଇ ନେଟୱର୍କର ପତ୍ତା ଲଗାଇ ପାରିବେ । ଏହି ଆପ୍ସକୁ ଗୁଗଲ ପ୍ଲେ ଷ୍ଟୋରରେ ଯାଇ ମାଗଣାରେ ଡାଉନଲୋଡ କରି ପାରିବେ । ଏହାବ୍ୟତୀତ ଏହି ଆପ୍ସରେ ବିପିଏନ ଭଳି ଫିଚର୍ସ ମଧ୍ୟ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହି ଆପ୍ସ ଏବଂ ଏହାର ଫିଚର ସମ୍ପର୍କରେ ।

  • WIFI WPS WPA TESTER
    ଆପକୁ ଗୁଗଲ ପ୍ଲେ ଷ୍ଟୋରରେ ୧କୋଟି ୟୁଜର୍ସ ଡାଉନଲୋଡ କରିଛନ୍ତି । ପ୍ଲେ ଷ୍ଟୋରରେ ଏହାକୁ ୪.୩ଷ୍ଟାର ମିଳିଛି । ଆପ କୁ ୩ଲକ୍ଷରୁ ଅଧିକ ଲୋକ ରେଟିଂ ଦେଇଛନ୍ତି । ଆପର ସାଇଜ ୬.୭ରହିଛି । ଏହି ଆପ ସାହାଯ୍ୟରେ ଭିପିଏନ ଭଳି ଫିଚର୍ସ ଟେଷ୍ଟ ଏବଂ ବ୍ୟବହାର କରି ପାରିବେ । ଆପ ସାହାଯ୍ୟରେ ଆପଣ କୌଣସି ନେଟୱର୍କର ପାସୱାର୍ଡର ପତ୍ତା ଲଗାଇ ପାରିବେ । ମାତ୍ର ଅନେକ ୟୁଜର୍ସଙ୍କ ମୁତାବକ ଏହା ସଠିଜ ରିଜଲ୍ଟ ଦେଇ ନଥାଏ ।
  • WiFi Password
    ଆପକୁ ଗୁଗଲ ପ୍ଲେ ଷ୍ଟୋରରେ ୧କୋଟିରୁ ଉଦ୍ଧ୍ୱର୍ ୟୁଜର୍ସ ଡାଉନଲୋଡ କରିଛନ୍ତି । ଏହାକୁ ପ୍ଲେ ଷ୍ଟୋରରେ ୪.୦ଷ୍ଟାର ମିଳିଛି । ଆପ କୁ ୮୦ହଜାରରୁ ଅଧିକ ୟୁଜର୍ସ ରେଟିଂ ଦେଇଛନ୍ତି । ଆପର ସାଇଜ ରହିଛି ୭.୪ଏମବି । ଆପ ସାହାଯ୍ୟରେ ଆପଣ ବିନା ପାସୱାର୍ଡର ଅନେକ ୱାଇଫାଇ ନେଟୱର୍କ ସହ ସଂଯୋଗ ହୋଇ ପାରିବେ ।
  • WPSApp
    ଆପକୁ ୧କୋଟି ୟୁଜର୍ସ ଡାଉନଲୋଡ କରିଛନ୍ତି । ପ୍ଲେ ଷ୍ଟୋରରେ ଏହି ଆପକୁ ୪.୪ଷ୍ଟାର ମିଳିଛି । ଆପକୁ ୯୭ହଜାରରୁ ଉଦ୍ଧ୍ୱର୍ ରେଟିଂ ମିଳିଛି । ଆପ ସାଇଜ ରହିଛି ୩.୧ଏମବି । ଯଦି ଆପଣ ଆଣ୍ଡ୍ରଏଡ ଫୋନ ବ୍ୟବହାର କରୁଛନ୍ତି, ତେବେ ଏହି ଆପ ଆପଣଙ୍କ ପ୍ରଥମ ପସନ୍ଦ ହୋଇପାରେ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More