Only for Entertainment

ଦୀପିକାଙ୍କ ଗୀତରେ ଅରବାଜଙ୍କ ଗର୍ଲଫ୍ରେଣ୍ଡଙ୍କ ଜବରଦସ୍ତ ଡ୍ୟାନ୍ସ । ଭିଡ଼ିଓ ଶେୟାର କରି ପ୍ରଶଂସା କଲେ ସଲମାନଙ୍କ ଭାଇ ।

bollywood tadka
36

ବଲିଉଡ ଆକ୍ଟର ବା ସଲମାନଙ୍କ ଭାଇ ଅରବାଜ ଏବେ ବିଦେଶୀ ମଡେଲ ଜର୍ଜିଆଙ୍କୁ ଡେଟ କରିବାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଅଧିକାଂଶ ସମୟରେ ଦୁଇଜଣଙ୍କୁ ଏକା ସାଙ୍ଗରେ ସ୍ପଟ କରାଯାଏ । ନିକଟରେ ଅରବାଜ ସୋସିଆଲ ମିଡିଆରେ ଜର୍ଜିଆଙ୍କ କିଛି ଭିଡ଼ିଓ ଶେୟାର କରିଛନ୍ତି । ଏହି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

 

 

View this post on Instagram

 

Wah wah @giorgia.andriani22 ???

A post shared by Arbaaz Khan (@arbaazkhanofficial) on

ପ୍ରଥମ ଭିଡ଼ିଓରେ ଜର୍ଜିଆ ଦୀପିକାଙ୍କ ‘ବାଜିରାଓ ମସ୍ତାନୀ’ ଫିଲ୍ମର ଗୀତ ‘ମାହେ ରଙ୍ଗ ଦୋ ଲାଲ’ ଗୀତରେ ବେଷ୍ଟ ଏକ୍ସପ୍ରେସନ ଦେଇ ଡ୍ୟାନ୍ସ କରୁଥିବାର ନଜର ଆସିଛି । ବିଦେଶୀନୀଙ୍କ ଏହି ଦେଶୀ ଲୁକ ଫ୍ୟାନ୍ସଙ୍କ ମନ କିଣିଛି । ଏହି ଭିଡ଼ିଓକୁ ଅରବାଜ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ପୋଷ୍ଟ କରି ବାଃ ବାଃ ଲେଖି ପ୍ରଶଂସା କରିଛନ୍ତି । ଅନ୍ୟ ଏକ ଭିଡ଼ିଓରେ ଜର୍ଜିଆ ଓଜନିଆ ଘୁଙ୍ଗୁର ପିନ୍ଧି କଥକ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

 

କହିରଖୁଛୁଯେ ମଲାଇକାଙ୍କ ଠାରୁ ଅଲଗା ହେବା ପରେ ଅରବାଜ ଏହି ବିଦେଶୀନୀଙ୍କୁ ଡେଟ କରୁଛନ୍ତି ଏବଂ ଦୁଇଜଣ ବିବାହ କରିବେ ବୋଲି ମଧ୍ୟ ଶୁଣିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More