Only for Entertainment

ଦ କପିଲ ଶର୍ମା ଶୋ’ରେ ନବଜୋତ ସିଂଙ୍କ ସ୍ଥାନରେ ନଜର ଆସିବେ ଅର୍ଚ୍ଚନା ପୁରନ ।

aajtak
40

ପୁଲୱାମା ବିବାଦ ପରେ ପାକିସ୍ତାନ ସମର୍ଥର ମନ୍ତବ୍ୟ ଦେଇ ବିବାଦକୁ ଟାଣି ଆଣିଛନ୍ତି । ଯାହାପରେ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହେଲା । କପିଲ ଶର୍ମା ଶୋରୁ ତାଙ୍କୁ ବାହାର କରିବା ପାଇଁ ଦାବି କରାଗଲା ଏବଂ ଏହା ସହିତ ଯଦି ତାଙ୍କୁ ଶୋ’ରୁ ବାହାର କରାନଯାଏ ତେବେ ଶୋ’କୁ ବଏକଟ କରିବେ ବୋଲି ମଧ୍ୟ ଜନତା ଧମକ ଦେଇଥିଲେ । ତେବେ ଏହାପରେ କଲର୍ସ ଚ୍ୟାନେଲ ନବଜୋତ ସିଂ ସିଦ୍ଧୁକୁ ଶୋ’ରୁ ବାହାର କରିଦେଲେ । ଯାହାପରେ ସୋସିଆଲ ମିଡିଆରେ ଲୋକମାନେ ଏହାକୁ ନେଇ ଖୁସିଥିବାର ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।

ମିଡିଆ ରିପୋର୍ଟ ଅନୁସାରେ ଅର୍ଚ୍ଚନା ପୁରନ ସିଂ ସିଦ୍ଧୁଙ୍କୁ ରିପ୍ଲେସ କରିବେ । ଅର୍ଚ୍ଚନାଙ୍କର ଇଣ୍ଡଷ୍ଟ୍ରି ସହିତ ୨୫ ବର୍ଷର ସଂପର୍କ । ଝଲକ ଦିଖଲାଜା ସିଜନ ୧ରୁ ସେ ଲୋକ ଲୋଚନକୁ ଆସିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More