Only for Entertainment

ପ୍ରସିଦ୍ଧ ସିଙ୍ଗର ଅରିଜିତ ସିଂଙ୍କ ବଡ଼ ବୟାନ: ନିଜ ଗୀତ ଶୁଣି ଡର……… ।

awaaznation.com
29

ପ୍ରସିଦ୍ଧ ଗାୟକ ଅରିଜିତ ସିଂ କୁହନ୍ତି ସେ ନିଜ ଗୀତ ଶୁଣି ଡରି ଯାଆନ୍ତି । ୩୧ ବର୍ଷୀୟ ଏହି ଗାୟକ ଗୋଆରେ ଭାରତୀୟ ଅନ୍ତଃରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବର ୪୯ ତମ ସଂସ୍କରଣ ଉଦଘାଟନ ସମୟରେ ଏହି କଥା କହିଛନ୍ତି । ଯେତେବେଳେ ପ୍ରଶ୍ନ କରାଗଲାଯେ ,ଆପଣ ନିଜ ଗୀତ ଶୁଣନ୍ତି?ସେ କହିଲେ ମୁଁ ମୋ ଗୀତ ଶୁଣି ଡରିଯାଏ ଏବଂ ମୋ ପତ୍ନୀ କେବେ ମଧ୍ୟ ମୋ ଗୀତ ଶୁଣନ୍ତି ନାହିଁ । ତେବେ କହିରଖୁଛୁଯେ ଅରିଜିତ ନିଜ ର୍ନିର୍ଦ୍ଦେଶନାର ପ୍ରଥମ ଫିଲ୍ମ ‘ସା’ର ପ୍ରମୋଶନ ପାଇଁ ସେଠାକୁ ଯାଇଥିଲେ ।

 

 

View this post on Instagram

 

Humdard ??? @arijitsingh @cassandrasotos @indiansingers #indiansingers #arijitsingh__  #arijitsingh_ #arijitsingh #arijit_singh #arijitsinghlive #arijitsinghliveconcert #viral #mtv #instagram #insta #mtvindiatour #arijitsinghofficial #contentmarketing #viralvideos #viralatas #india #india_gram #arijitsingh__  #arijitsingh_ #arijitsingh #arijit_singh #arijitsinghlive #arijitsinghliveconcert #viral #mtv #instagram #insta #mtvindiatour  #arijitsinghofficial #contentmarketing #viralvideos #viralatas #india #india_gram #tv #viral #traderjoes #bollywoodactress #nehakakkar #bollywood @mtv #followformore #followtrain #followforlike #followforfollowback #comedy #imdb #kapilsharma

A post shared by Arijit Singh (@arijit_voice_of_the_nation) on

 

View this post on Instagram

 

Masterpiece Performance #ArijitSingh #Mtvindiatour

A post shared by Arijit Singh (@arijitsinghfanbase) on

ଏହି ସମାରୋହରେ ଖେଳମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର,ଗୋଆର ରାଜ୍ୟପାଳ ମୃଦୁଳା ସିହ୍ନା, ବଲିଉଡ ଅଭିନେତା ଅକ୍ଷୟ କୁମାର,ନିର୍ମାତା କରଣ ଜୋହର ଏବଂ କେନ୍ଦ୍ରୀୟ ଫିଲ୍ମ ପ୍ରଶାସନ ବୋର୍ଡ଼ର ପ୍ରମୁଖ ପ୍ରସୁନ ଯୋଶୀଙ୍କ ସମେତ କେତେକ ବହୁ ପ୍ରତିକ୍ଷୀତ ବ୍ୟକ୍ତି ଏହି ସମାରୋହରେ ପହଚିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More