Only for Entertainment

ବିବାହ ପୂର୍ବରୁ ଏହି ପ୍ରସ୍ତୁତି କଲେଣି ଅର୍ଜୁନ-ମଲାଇକା ।

youtube
24

ମଲାଇକା ଏବଂ ଅର୍ଜୁନ ଏବେ ଅଫେୟରକୁ ନେଇ ବହୁ ଚର୍ଚ୍ଚାରେ ରହିଛନ୍ତି ।ବିଭିନ୍ନ ସମୟରେ ଦୁଇଜଣ ଏକା ସାଙ୍ଗରେ ନଜର ଆସୁଛନ୍ତି ।ନିକଟରେ ଦୁଇ ଜଣଙ୍କୁ କରନ ଜୋହରଙ୍କ ସହିତ ଡିନର ଡେଟରେ ସ୍ପଟ କରାଯାଇଥିଲା । ଦୁଇଜଣ ବିବାହକୁ ନେଇ ମଧ୍ୟ ଚର୍ଚ୍ଚାର ବିଷୟ ସାଜିଛନ୍ତି ।ଏବେ ମିଡିଆ ରିପୋର୍ଟ ଅନୁସାରେ ଦୁଇ ଜଣ ବିବାହ ପୂର୍ବରୁ ଏକ ଫ୍ଲାଟ କିଣିଛନ୍ତି ।

ଦୁଇ ଜଣ ମିଶି ଲୋଖଣ୍ଡୱାଲେ କମ୍ପେ୍ଲକ୍ସ ନିକଟରେ ଏକ ଫ୍ଲାଟ କିଣିଛନ୍ତି । ଦୁଇ ଜଣ ଏଠାରେ ଏକା ସାଙ୍ଗରେ ରହିବେ ନା ନାହିଁ ତାହାର ଏପର୍ଯ୍ୟନ୍ତ ଖୁଲାସା ହୋଇନାହିଁ ।

ନୀକଟରେ କଫି ୱିଦ କରନ ୬ରେ ପ୍ରଥମ ଥର ନିଜ ସଂପର୍କ ଷ୍ଟାଟସକୁ ନେଇ କହିଥିଲେ ।ଯେତେବେଳେ ତାଙ୍କୁ ପଚରାଗଲାଯେ ତୁମେ ସିଙ୍ଗଲ ଅଛ?ସେ ମନା କଲେ,ଏବଂ କହିଲେ ନାଁ ମୁ ସିଙ୍ଗଲ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More