Only for Entertainment

ଅର୍ଜୁନ କପୁର ଏହି ଅଭିନେତ୍ରୀଙ୍କୁ ମାରିଲେ ଧକା, ରାଗରେ ଅଭିନେତ୍ରୀ ଦେଲେ ଏଭଳି ପ୍ରତିକ୍ରିୟା ।

khabar NDTV
0 63

ବଲିଉଡ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରା କିଛି ଦିନ ହେବ ‘ନମସ୍ତେ ଇଂଲଣ୍ଡ’ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ସୁଟ ପାଇଁ ଦୁଇ କଳାକାର ଲଣ୍ଡନରେ ଅଛନ୍ତି ଏବଂ ଭିନ୍ନ ଭିନ୍ନ ସ୍ଥାନର ଫଟୋ ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି । ଏହି ଫିଲ୍ମ ସୁଟିଂ ଦ୍ୱାରା ଅର୍ଜୁନ ପରିଣିତିଙ୍କ ସହ ଏଭଳି କିଛି ମଜାକ କରିଛନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ।


ଅର୍ଜୁନଙ୍କ ଏପରି ବ୍ୟବହାରରେ ଅବଶ୍ୟ ପରୀଣିତି ରାଗି ନାଲି ପଡି ଯାଇଥିଲେ ମାତ୍ର ସୌମ୍ୟ ସ୍ୱଭାବ କାରଣରୁ ଏହାକୁ ମଜାକିଆ ଅନ୍ଦାଜ ଦ୍ୱାରା ଟାଳି ଦେଇଛନ୍ତି । ଏହି ଭିଡିଓକୁ ପରିଣିତ ନିଜର ଅଫିସିଆଲ ଇନଷ୍ଟାଗ୍ରାମ ଅକାଉଂଟରେ ସେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More