Only for Entertainment

ବାପା ଝିଅଙ୍କ ପଛରେ ତ ପୁଅ ଆଂଟି ପଛରେ: ୟୁଜର୍ସଙ୍କ ବିବାଦୀୟ କମେଂଟ ।

bollywood tadka
38

ବଲିଉଡ ଆକ୍ଟର ଅର୍ଜୁନ କପୁର ଏବଂ ମଲାଇକା ଅରୋରାଙ୍କ ଅଫେୟରକୁ ନେଇ ଚର୍ଚ୍ଚା ଏବେ ମଧ୍ୟ ଜାରି ରହିଛି । କିଛି ଦିନ ପୂର୍ବରୁ ମଲାଇକା ମାଳଦୀବରେ ଛୁଟି ବିତାଉଥିଲେ ଯାହାର ଫଟୋ ସେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହିତ ଶେୟାର କରିଥିଲେ । ମଲାଇକାଙ୍କପରେ ଅର୍ଜୁନ ମଧ୍ୟ ମାଳଦୀବର କିଛି ଫଟୋ ଶେୟାର କରିଥିଲେ, ଯାହାପରେ ପ୍ରମାଣ ହୋଇଗଲାଯେ ଦୁଇଜଣ ସାଙ୍ଗ ହୋଇ ମାଳଦୀବ ଯାଇଥିଲେ । ଫେରିବା ସମୟରେ ମଧ୍ୟ ଦୁଇ ଜଣଙ୍କୁ ଏକା ସାଙ୍ଗରେ ସ୍ପଟ କରାଯାଇଥିଲା । ଅର୍ଜୁନଙ୍କ ଫଟୋ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ୟୁଜର୍ସ ଖୁବ ଟ୍ରୋଲ କରୁଛନ୍ତି ।

ଜଣେ ୟୁଜର୍ସ କମେଂଟରେ ଲେଖିଛନ୍ତିଯେ ବାପା ୟଙ୍ଗ ଗର୍ଲଙ୍କ ପଛରେ ତ ପୁଅ ଆଂଟି ପଛରେ । ଅନ୍ୟ ଜଣେ ଲେଖିିଛି ସଲମାନ ଭାଇ ସପୋର୍ଟରେ ଏପର୍ଯ୍ୟନ୍ତ ଆସିଲା ଏବଂ ଏବେ ସଲମାନଙ୍କ ଭାଉଜକୁ ଡେଟ କରୁଛି ।

କେବଳ ସେତିକି ନୁହେଁ ଫରାହ ଖାନ ମଧ୍ୟ କମେଂଟରେ ପଚାରିଦେଲେ କିଏ ଏହି ଫଟୋ କ୍ଲିକ କରିଛି?

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More