Only for Entertainment

କମେଡ଼ିରେ ଭରପୂର ଅର୍ଜୁନ ପଟିୟାଲାର ପୋଷ୍ଟର ଆଉଟ ।

Chandigarh Metro
32

ପଂଜାବୀ ସିଙ୍ଗର ଦିଲଜିତ ଦୋସାଂଝ ଏବଂ ଅଭିନେତ୍ରୀ କୃତି ସାନନଙ୍କ ଅଭିନୀତ ଫିଲ୍ମ ‘ଅର୍ଜୁନ ପଟିୟାଲା’ର ପୋଷ୍ଟର ରିଲିଜ ହୋଇଛି । ଫିଲ୍ମରେ ଫୁକରେ ଆକ୍ଟର ବରୁଣ ଶର୍ମା ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିବେ । ତେବେ ଫିଲ୍ମର ଲୁକ ପୋଷ୍ଟର ରିଲିଜ ହେବା ସହିତ ରିଲିଜ ଡେଟ ମଧ୍ୟ ସାମ୍ନାକୁ ଆସିଛି ।

 


ତିନି ଷ୍ଟାରଙ୍କ ଭିନ୍ନ ଭିନ୍ନ ପୋଷ୍ଟର ରିଲିଜ କରାଯାଇଛି । ଫିଲ୍ମ ୨୬ ଜୁଲାଇକୁ ସିନେମା ଘରେ ରିଲିଜ ହେବ । ଯେଉଁଥିରେ କ୍ରିତି ସାନନ ଜଣେ ସାମ୍ବାଦିକା ଚରିତ୍ରରେ ନଜର ଆସିବେ । କ୍ୟାପ୍ସନରେ କ୍ରିତି ଲେଖିଛନ୍ତି, ‘ରିପୋର୍ଟିଙ୍ଗ କା କ୍ରେଜ ହୈ, ବିଜଲୀ ସେ ଭି ତେଜ ହୈ’ । ଫିଲ୍ମରେ କ୍ରିତି ଜଣେ ସ୍ମାର୍ଟ ଏବଂ ଚତୁର ଝିଅ ଭାବରେ ନଜର ଆସିବେ ।

 

ସିଲଜିତ ଦୋସାଂଝ ଅର୍ଜୁନ ଚରିତ୍ରରେ ନଜର ଆସିବେ । ଯିଏ ଜଣେ ଫିଟନେଓ ଫ୍ରିକ । ଏହା ସହିତ ବରୁଣ ଓନିଡା ଭାବରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶକ ରୋହିତ ଜୁଗରାଜ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More