Only for Entertainment

ଅଫେୟାର ଥିବା ଖବର ମଝିରେ ପୁଣି ଥରେ ସ୍ପଟ ହେଲେ ଅର୍ଜୁନ ରାମପାଲ ଏବଂ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଗୈବରୀଲା !

bollywoodlife
33

ଅର୍ଜୁନ ରାମପାଲ ଏବଂ ଗୈବରୀଲାଙ୍କ ଫଟୋ ଫ୍ୟାନ୍ସମାନେ ଖୁବ ପସନ୍ଦ କରନ୍ତି । ମାତ୍ର ଏବେ ପର୍ଯ୍ୟନ୍ତ ଦୁହେଁ ନିଜ ସମ୍ପର୍କକୁ ନେଇ କୌଣସି ଖୁଲାସା କରି ନାହାନ୍ତି ।

ଅର୍ଜୁନ ରାମପାଲ ନିଜ କଥିତ ଗର୍ଲଫ୍ରେଣ୍ଡ ଗୈବରୀଲାଙ୍କ ସହ ମୁମ୍ବାଇରେ ସ୍ପଟ ହୋଇଛନ୍ତି ।

ଶୁଣିବାକୁ ମିଳିଛି ଦୁହେଁ ଲମ୍ବା ସମୟ ଧରି ଦୁହିଁଙ୍କ ଡେଟ କରୁଛନ୍ତି ।

ଗୈବରୀଲାଙ୍କ ସହ ଅର୍ଜୁନଙ୍କ ଝିଅମାନଙ୍କର ଭଲ ସମ୍ପର୍କ ରହିଛି ।

ମାତ୍ର ଅର୍ଜୁନ ନିଜ ସମ୍ପର୍କକୁ ନେଇ ଏବେ ପର୍ଯ୍ୟନ୍ତ କୌଣସି ଖୁଲାସା କରି ନାହାନ୍ତି ।

ଗୈବରୀଲା ଅନେକ ଦିନ ହେବ ବଲିଉଡରେ ନଜର ଆସୁଛନ୍ତି । ତେବେ ଶୁଣିବାକୁ ମିଳିଛି ଦୁହେଁ ଏକାସହ ବୋଧ ହୁଏ କୌଣସି ଫିଲ୍ମରେ ନଜର ଆସିପାରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More