Only for Entertainment

ଗର୍ଲଫ୍ରେଣ୍ଡ ଗ୍ୟାବରିଲା ସହିତ ଲିଭ ଇନରେ ରହିବେ ଅର୍ଜୁନ ରାମପାଲ!

bollywood tadka
29

ବଲିଉଡ ଆକ୍ଟର ଅର୍ଜୁନ ରାମପାଲ ଏବେ ତାଙ୍କ ପ୍ରେମ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସେ ଅଧିକାଂଶ ସମୟ ଗର୍ଲଫ୍ରେଣ୍ଡ ଗ୍ୟାବରିଲାଙ୍କ ସହିତ ସ୍ପଟ ହେଉଛନ୍ତି । ଏବେ ଅର୍ଜୁନ ଏବଂ ଗ୍ୟାବରିଲା ତାଙ୍କ ସପର୍କକୁ ଅନ୍ୟ ଏକ ସ୍ତରକୁ ନେଇ ଯାଇଛନ୍ତି ।

ଖବର ଅନୁସାରେ ଦୁଇ ଜଣ ଏବେ ଲିଭ ଇନ ରିଲେସନସିପରେ ରହିବେ । ଦୁଇଜଣ ପାଲି ହିଲର ଏକ ଆପାର୍ଟମେଂଟକୁ ସିଫ୍ଟ ହୋଇ ଯାଇଛନ୍ତି । ଦୁଇଜଣ ଖୁବ ଲମ୍ବା ସମୟ ଧରି ସଂପର୍କରେ ଅଛନ୍ତି । ଅନ୍ୟ ପକ୍ଷରେ ତାଙ୍କ ପତ୍ନୀ ପିଲା ମାନଙ୍କ ସହିତ ରହିବେ ।

କହିରଖୁଛୁଯେ ଅର୍ଜୁନ ଏବଂ ଗ୍ୟାବରିଲା ତାଙ୍କ ସଂପର୍କକୁ ନେଇ କେବେ ମଧ୍ୟ ମୁହଁ ଖୋଲି ନାହାଁନ୍ତି । କିନ୍ତୁ ଦୁଇଜଣ ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଶେୟାର କରିଥାନ୍ତି । ୱର୍କ ଫ୍ରଂଟ କଥା କହିବା ଯଦି ଅର୍ଜୁନ ଶେଷ ଥର ପାଇଁ ପଲଟନରେ ନଜର ଆସିଥିଲେ । କହିରଖୁଛୁଯେ ଗ୍ୟାବରିଲା ଜଣେ ସାଉଥ ଇଣ୍ଡିଆନ ମଡେଲ ଏବଂ ଫ୍ୟାଶନ ଡିଜାଇନର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More