Only for Entertainment

ଭଉଣୀ ଅର୍ପିତା ଦ୍ୱିତୀୟ ଥର ଗର୍ଭବତୀ ହେବା ଖବର ଶୁଣି କ’ଣ କହିଲେ ଭାଇ ସଲମାନ?

aajtak
67

ସଲମାନଙ୍କ ଲାଡଲୀ ଭଉଣୀ ଅର୍ପିତା ଦ୍ୱିତୀୟ ଥର ଗର୍ଭବତୀ ଅଛନ୍ତି, ଏହାର ଖବର ମଧ୍ୟ ଆମେ ଆପଣଙ୍କୁ ଦେଇଥିଲୁ । ଏହି ଖବର ପାଇବା ପରେ ତାଙ୍କ ପରିବାର ଖୁବ ଉତ୍ସାହିତ ଅଛନ୍ତି । ନିକଟରେ ଦେଇଥିବା ଏକ ଇଂଟରଭ୍ୟୁରେ ଅର୍ପିତା କହିଛନ୍ତିଯେ ଏହି ଖବର ଶୁଣିବା ପରେ କିଭଳି ଥିଲା ସଲମାନଙ୍କ ପ୍ରତିକ୍ରିୟା ।

 

 

View this post on Instagram

 

Happy Papa’s Day @aaysharma ! Papa the things I make you do no one else can….. thank you for being an amazing papa.♥️ u Ahil.

A post shared by Arpita Khan Sharma (@arpitakhansharma) on

ସ୍ପଟବଏରେ ଇଂଟରଭ୍ୟୁ ଦେଇଥିବା ସମୟରେ ଅର୍ପିତାଙ୍କୁ ଯେତେବେଳେ ପ୍ରଶ୍ନ କରାଗଲାଯେ ସଲମାନଙ୍କ ପ୍ରତିକ୍ରିୟା କିଭଳି ଥିଲା ସେ କହିଲେ ପୂରା ପରିବାର ଏହି ଘଟଣା ଶୁଣି ଉତ୍ସାହିତ ଅଛନ୍ତି । ତେବେ ଦ୍ୱିତୀୟ ଥର ଗର୍ଭବତି ଥିବା କଥା ସେ ନିଜେ ଜାଣିନଥିଲେ, ଏହା ଜାଣିବା ପରେ ସେ ଖୁସି ହୋଇଗଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More