Only for Entertainment

ବାସ୍ତବରେ କ’ଣ ଘଟିଲା ସେଠାରେ, ଅରଶଦ ବାର୍ସୀଙ୍କ ପତ୍ନୀ ତାଙ୍କୁ ମଝି ରାସ୍ତାରେ ଛାଡ଼ି ଦୌଡ଼ିବାକୁ ଲାଗିଲେ?

0 48

ସୋସିଆଲ ମିଡିଆରେ ଏବେ ଅରଶଦ ବାର୍ସୀ ଏବଂ ତାଙ୍କ ସ୍ତ୍ରୀଙ୍କୁ ନେଇ ଖୁବ ଚର୍ଚ୍ଚା ଚାଲିଛି । ଏହା ସହିତ ଏକ ଭିଡିଓ ମଧ୍ୟ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପ୍ରଥମେ ଅରଶଦ ତାଙ୍କ ସ୍ତ୍ରୀଙ୍କ ସହିତ ଦେଖା ଯାଉଛନ୍ତି କିନ୍ତୁ ପରେ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡ଼ି ଚାଲି ଯାଇଛନ୍ତି । ଆସନ୍ତୁ ଜାଣିବା ବାସ୍ତବରେ କ’ଣ ଘଟିଲା ସେଠାରେ ।

ବାସ୍ତବରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଅରଶଦ ଏବଂ ତାଙ୍କ ସ୍ତ୍ରୀ ମାରିୟା ଏକ ସାଙ୍ଗଙ୍କ ପାର୍ଟିରୁ ବାହାରୁଥିଲେ । ସେହି ସମୟରେ ସେଠାରେ ଥିବା ଫଟୋଗ୍ରାଫର ତାଙ୍କ ଫଟୋ ଉଠାଇବାକୁ ଲାଗିଲେ । ପ୍ରଥମେ ଦୁଇଜଣ ସାଙ୍ଗ ହୋଇ କ୍ୟାମେରା ପୋଜ ଦେଉଥିଲେ ଏବଂ ଏହାପରେ ସେଲ୍ଫି ନେବା ପାଇଁ ଲୋକ ତାଙ୍କୁ ଘେରି ଯାଇଥିଲେ । ଲୋକଙ୍କର ଏତେ ଭିଡ଼ ଦେଖି ମାରିୟା ସେଠାରୁ ଦୌଡ଼ିବାକୁ ଲାଗିଲେ ।

ଖବର ଅନୁସାରେ ଆଗାମୀ ଦିନରେ ଅରଶଦ ଟୋଟଲ ଦମାଲ,ଫ୍ରଡ଼ ସେୟାଁ ଓ ଭେୟାଜୀ ସୁପରହିଟରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More