Only for Entertainment

ବିଗବସ ଫେମ ଅର୍ଶୀ ଖାନ ଏଭଳି କଲେ ର୍ୟାଂପ ବ୍ୟାକ,ଦେଖନ୍ତୁ ଫଟୋ ।

aajtak
0 61

ବିଗବସ ସିଜନ ୧୧ରେ ଚର୍ଚ୍ଚାରେ ରହିଥିବା ଅର୍ଶୀ ଖାନ ଏବେ ନୂଆ ପ୍ରୋଜେକ୍ଟରେ କାମ କରୁଛନ୍ତି । ଏହି ଶୋ ପରେ କେବଳ ବ୍ୟସ୍ତ ରହୁନାହାଁନ୍ତି ବରଂ ତାଙ୍କ ଲୁକ ମଧ୍ୟ ବଦଳିଯାଇଛି ।


ବିଗ ବସର ଅନ୍ୟ ଏକ ପ୍ରତିଯୋଗୀ ଡିଜାଇନର ଏବଂ ଅର୍ଶୀଙ୍କ ବନ୍ଧୁ ସବ୍ୟସାଚୀ ଶତପଥିଙ୍କ ସହିତ ର୍ୟାଂପରେ ନଜର ଆସିଥିଲେ । ରାକ୍ଷୀ ସାୱନ୍ତ ମଧ୍ୟ ତାଙ୍କ ସହିତ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More