Only for Entertainment

ବିପାଶା ବସୁଙ୍କ ସୁପରହିଟ ଗୀତରେ ଖୁବ ଝୁମିଲେ ଅର୍ଶୀ ଖାନ,ଦେଖନ୍ତୁ ଭିଡ଼ିଓ ।

instagram
0 61

ଅର୍ଶୀ ଖାନ ସବୁବେଳେ ନିଜ ବିନ୍ଦାସ ସ୍ୱଭାବ ଯୋଗୁଁ ଚର୍ଚ୍ଚାରେ ରହିଥାନ୍ତି । କେବଳ ବିଗ ବସ ୧୧ ଘରେ ନୁହେଁ ବରଂ ବାହାରେ ମଧ୍ୟ । ବିଶେଷ କରି ଟିଭି ମେଗା ଧାରାବାହିକ ଇସ୍କ ମେଁ ମରଜାୱାଁରେ ହୋଲିରେ ଖାସ ଅନ୍ଦାଜକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ପୁଣିଥରେ ଦର୍ଶକଙ୍କ ମନ ଜିତିବା ପାଇଁ ଅର୍ଶୀ ଖାନ ଖୁବ ପ୍ରସ୍ତୁତି ଚଳାଉଛନ୍ତି । ଖୁବଶୀଘ୍ର ଜଣାଶୁଣା ଟିଭି ମେଗା ଧାରାବହିକ ବିଟ୍ଟୀ ବିଜନେସୱାଲିରେ କ୍ୟାମିଓ କରୁଥିବା ନଜର ଆସିବେ । ନିକଟରେ ସେ ବିପାଶାଙ୍କ ଗୀତରେ କ୍ୟାମିଓ କରି ଦର୍ଶକଙ୍କ ମନୋରଂଜନ କରିଛନ୍ତି ।

 

@manmohantiwari ❤️❤️❤️❤️✌️

A post shared by Arshi khan (A.K) (@arshikofficial) on


ଅର୍ଶୀ ଖାନ ବିଟ୍ଟୀ ବିଜନେସୱାଲି ଟିଭି ସିରିଅଲରେ ଫିଲ୍ମ ଓମକାରାର ସୁପରହିଟ ଗୀତରେ ବିଡି ଜଲିଲେରେ ଡ୍ୟାନ୍ସ କରୁଥିବା ନଜର ଆସିବେ । ଯେଉଁଥିପାଇଁ ସେ ଖୁବ ଉତ୍ସାହିତ ଅଛନ୍ତି । ଅର୍ଶୀ ଟାଇମ୍ସ ଅଫ ଇଣ୍ଡିଆରେ କଥା ହେଉଥିବା ସମୟରେ କହିଛନ୍ତିଯେ ସେ ଶୋ’ରେ ଏକ କ୍ୟାମିଓ କରୁଛନ୍ତି । ନିର୍ମାତାଙ୍କ ଧନବ୍ୟାଦ ଜଣାଇବା ସହିତ ଆଗାମୀ ଦିନରେ ଟିଭିରେ କାମ କରିବା ପାଇଁ ଇଛା ରଖିଥିବା କଥା ମଧ୍ୟ ସେ କହିଛନ୍ତି ।

Styled n design by :@jayaanand_ ?❤️✌️

A post shared by Arshi khan (A.K) (@arshikofficial) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More