Only for Entertainment

ରିଲିଜ ହେଲା ଫିଲ୍ମ ‘ଆର୍ଟିକଲ ୧୫’ର ଟ୍ରେଲର, ଦମଦାର ଭୂମିକାରେ ନଜର ଆସିଲେ ଆୟୁଷ୍ମାନ ଖୁରାନା

The Indian Express
51

ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଆଗାମୀ ଫିଲ୍ମ ‘ଆର୍ଟିକଲ ୧୫’ର ଟ୍ରେଲର ରିଲିଜ ହୋଇ ସାରିଛି । ପୁଣିଥରେ ଅଭିନେତା ଆୟୁଷ୍ମାନ ଖୁରାନା ନିଜ ଫିଲ୍ମ ଜରିଆରେ ସାମାଜିକ ମୁଦ୍ଦା ଉଠାଇଛନ୍ତି ଏବଂ ଦର୍ଶକଙ୍କୁ ଇମ୍ପ୍ରେସ ମଧ୍ୟ କରିଛନ୍ତି । ଆୟୁଷ୍ମାନ ଖୁରାନାଙ୍କ ଏହି ଫିଲ୍ମର ଟ୍ରେଲର ଦେଖିବା ପରେ ସୋସିଆଲ ମିଡିଆରେ ଲୋକେ ତାଙ୍କ ପ୍ରଶଂସା କରିବାରେ ଲାଗିଛନ୍ତି ।

ଫିଲ୍ମରେ ଆୟୁଷ୍ମାନ ଖୁରାନା ପୋଲିସ ଅଫିସର ଭୂମିକାରେ ନଜର ଆସିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅନୁଭବ ସିହ୍ନା । ଫିଲ୍ମକୁ ଅନୁଭବ ସିହ୍ନା ଏବଂ ଜି ଷ୍ଟୁଡିଓ ମିଳିତ ଭାବେ ପ୍ରଡ୍ୟୁସ କରୁଛନ୍ତି । ଫିଲ୍ମ ୨୮ ଜୁନ ୨୦୧୯ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More