Only for Entertainment

ପରିବାର ସହିତ ଦୁବାଇରେ ଜନ୍ମଦିନ ପାଳନ କଲେ ଆଶା ଭୋସଲେ, ଦେଖନ୍ତୁ ଜନ୍ମଦିନର ଖାସ ଫଟୋ

hindirush
74

ଦେଶର ସୁବଠାରୁ ଲୋକପ୍ରିୟ ଗାୟିକା ଆଶା ଭୋସଲେ ରବିବାରକୁ ତାଙ୍କର ୮୬ ତମ ଜନ୍ମଦିନ ପାଳନ କରିଛନ୍ତି । ଜନ୍ମଦିନରେ ତାଙ୍କ ବନ୍ଧୁ ଓ ପରିବାରବର୍ଗ ସାମିଲ ଥିଲେ । ଆଶା ତାଙ୍କ ଜନ୍ମଦିନର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଫଟୋରେ ସେ ଖୁବ ଖୁସିଥିବା ନଜର ଆସିଛନ୍ତି । ଫଟୋରେ ସେ କେକ କାଟୁଥିବା, କେକ୍ ଖୁଆଉଥିବା ଏବଂ ହାତରେ ମାଇକ ଧରିଥିବାର ନଜର ଆସିଛନ୍ତି ।

 

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More