Only for Entertainment

ଲାଇଭ ଆକ୍ସନ ଫିଲ୍ମ ‘ଦ ଲାୟନ କିଙ୍ଗ’ରେ ସାମିଲ ହେଲେ ଆଶୀଷ ବିଦ୍ୟାର୍ଥୀ , ଶ୍ରେୟସ ତାଲପଡେ. ସଂଜୟ ମିଶ୍ରା ଏବଂ ଅସରାନୀ !

45

ଶାହରୁଖ ଖାନ ଏବଂ ତାଙ୍କ ପୁଅ ଆର‌୍ୟନଙ୍କ ସହ ଷ୍ଟାର ପାୱାର ଯୋଡିବା ପରେ ଡିଜନୀ ଇଣ୍ଡିଆ ଏବେ ନୂଆ ଆଗାମୀ ଲାଇଭ ଆକ୍ସନ ଫିଲ୍ମ ‘ଦ ଲାୟନ କିଙ୍ଗ’ର ହିନ୍ଦୀ ସଂସ୍କରଣ ପାଇଁ ଆଶୀଷ ବିଦ୍ୟାର୍ଥୀ, ଶ୍ରେୟସ ତାଲପଡେ, ସଂଜୟ ମିଶ୍ର ଏବଂ ଅସରାନୀକୁ ସାମିଲ କରାଯାଇଥିଲା । ଶାହରୁଖ ଏବଂ ଆର‌୍ୟନ ରାଜା ମୁଫାସା ଏବଂ ତାଙ୍କ ପୁଅ ସିମ୍ବାଙ୍କ ପାଇଁ ଫିଲ୍ମରେ ନିଜ ସ୍ୱର ଦେବେ ।

ଏକ ବୟାନରେ କହିଛନ୍ତି ଆଶୀଷ ଖଳନାୟକ ସ୍କାରଙ୍କୁ ନିଜ ସ୍ୱର ଦେବେ , ଶ୍ରେୟସ ଟିମୋନଙ୍କର କଣ୍ଠ ଦେବେ । ଷ୍ଟୁଡିଓ ଏଂଟରଟେନମେଂଟ ଡିଜନୀ ଇଣ୍ଡିଆର ମୁଖ୍ୟା ବିକ୍ରମ ଦୁଗ୍ଗଲ କହିଛନ୍ତି ଯେ ‘ଦ ଲାୟନ କିଙ୍ଗ ଏକ ଏସି କ୍ଲାସିକ ଫିଲ୍ମ ଅଟେ, ଜୋ ଡିଜ୍ନୀର ମନ କିଣିନେବା କାହାଣୀକୁ ସାମ୍ନାକୁ ଆଣିବାର ପ୍ରତୀକ ଅଟେ ।

ସେ ଆଗକୁ କହିଛନ୍ତି ଯେ, ଏକ ବାପା ଏବଂ ପୁଅ ଏବଂ ତାଙ୍କ ହୃଦୟ ସମ୍ପର୍କର ବିଚିତ୍ର କାହାଣୀ, ଏହା ସିଂହଙ୍କ ଗୌରବର କାହାଣୀ ଯାହା ଦର୍ଶକଙ୍କ ଭାବନାତ୍ମକ ରୂପରେ ଯୋଡିବ । ଦ ଲାୟନ କିଙ୍ଗ ଭାରତରେ ୧୯ଜୁଲାଇରେ ଇଂରାଜୀ, ହିନ୍ଦୀ, ତାମିଲ ଏବଂ ତେଲୁଗୁରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More