Only for Entertainment

ଭାରତୀୟ ଫ୍ୟାନ୍ସ ପାକିସ୍ତାନୀ କ୍ରିକେଟର ସୋଏବଙ୍କୁ ଡାକିଲେ ଜିଜୁ, ସୋଏବ ଏହା ଦେଖି କିଛି ଏଭଳି କଲେ ପ୍ରତିକ୍ରିୟା !

khabarNDTV
0 54

ଏସିଆ କପରେ ଟିମ ଇଣ୍ଡିଆର ପାକିସ୍ତାନକୁ ପୁଣି ଥରେ ହରାଇ ଦେଇଛନ୍ତି । ଗୋଟେ ପଟେ ପାକିସ୍ତାନ ପ୍ରତିଶୋଧ ନେବା ପାଇଁ ଆସିଥିଲେ । ମାତ୍ର ପୁଣିଥରେ ଭାରତ ପାଖରେ ଫ୍ଲପ ହୋଇଯାଇଛନ୍ତି । ଶାନଦାର ଫର୍ମରେ ଖେଳାଯାଇଥିବା ଏହି ଖେଳର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏକ ଭିଡିଓ ସୋଏବ ମଲିକଙ୍କର ଖୁବ ଭାଇରାଲ ହେବାରେ ଲାଗିଛି ।

ଯେଉଁଥିରେ ଇଣ୍ଡିଆ ଟିମ ପ୍ରଶଂସକ ସୋଏବଙ୍କୁ ଜିଜୁ ଜିଜୁ ଡାକୁଛନ୍ତି ଏବଂ ଏହା ଶୁଣି ସୋଏବ ହସି ମୁହଁରେ ବୁଲି ଚାହିଁ ହାତ ହଲାଇଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଏଠାରେ ଆମେ କହି ରଖୁଛୁ ଯେ କ୍ରିକେଟର ସୋଏବ ମଲିକ ଭାରତୀୟ ଟେନିସ ଖେଳାଳୀ ସାନିଆ ମିର୍ଜାଙ୍କୁ ବିବାହ କରିଛନ୍ତି । ଏହି କାରଣରୁ ଇଣ୍ଡିଆ ଟିମ ଫ୍ୟାନ୍ସ ତାଙ୍କୁ ଜୀଜା ବାଲି ସମ୍ବୋଧନ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More